ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଗୁଳି କରି ମାରି ଦେଲେ ନକ୍ସଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଗୁଳି କରି ମାରି ଦେଲେ ନକ୍ସଲ

mla

ବିଶାଖାପାଟଣା (ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶରେ ରବିବାର ଜଣେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ।

ମୃତ ବିଧାୟକ ହେଉଛନ୍ତି ଶାସକ ଟିଡିପିର। ତାଙ୍କ ନାଁ କେ. ସର୍ବେଶ୍ୱର ରାଓ। ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ସେହିଭଳି ମୃତ ପୂର୍ବତନ ବିଧାୟକ ହେଲେ ଏସ୍‌ ସୋମା। ସେ ବି ଶାସକ ଟିଡିପିର। ତାଙ୍କୁ ବି ଗୁଳି କରି ହତ୍ୟା କରାଯାଇଛି।

ବିଶାଖାପାଟଣାଠାରୁ ପ୍ରାୟ ୧୨୫ କିଲୋମିଟର ଦୂର ଥୁଟାଙ୍ଗୀ ଗାଁରେ ଏହି ଘଟଣା ଘଟିଛି।

ସେମାନେ ଡୁମୁରିଗୁଡ଼ାରେ ଏକ ବିବାହ ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ଏହି ଘଟଣା ଘଟିଛି।



from Odisha Reporter https://ift.tt/2Do1Rvo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages