
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସକାଳ ହେଲେ କାଉ ‘କା କା…’ ରାବ ଦିଏ।
ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ, କାଉ ରାବ ଆମକୁ ଉଭୟ ଶୁଭ ଓ ଅଶୁଭର ସୂଚନା ଦେଇଥାଏ। ତେବେ କେମିତି ଜାଣିବେ କାଉ ରାବ ଆପଣଙ୍କ ପାଇଁ ଶୁଭ ନା ଅଶୁଭ ହେବ? ତା’ର ବି ଉପାୟ ଅଛି।
ସୂର୍ଯ୍ୟ ଉଦୟ ସମୟର କାଉ ଘରର ପୂର୍ବ କିମ୍ବା ପଶ୍ଚିମ ଦିଗରେ ବସି ରାବିଲେ ଶୁଭ ସୂଚନା ମିଳିଥାଏ।
କିନ୍ତୁ ସୂର୍ଯ୍ୟ ଉଦୟ ସମୟରେ କାଉ ଘରର ଉତ୍ତର କିମ୍ବା ଦକ୍ଷିଣ ଦିଗରେ ବସି ରାବିଲେ ଅଶୁଭ ସୂଚନା ମିଳିଥାଏ ବୋଲି କୁହାଯାଏ।
ଆଉ କିଛି କଥା ଜାଣନ୍ତୁ ଏଇ ଭିଡିଓରୁ
from Odisha Reporter https://ift.tt/2Ml9IJG
No comments:
Post a Comment