
କଟକ(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଲାଗି ରହିଥିବାରୁ ଆଜି କଟକ ସହରର ସମସ୍ତ ସ୍କୁଲ ଓ କଲେଜରେ ପାଠପଢା ବନ୍ଦ ରଖାଯାଇଛି। କଟକ ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି।
ଗତକାଲି ରାତିରୁ ବର୍ଷା ଲାଗି ରହିଛି। ଆହୁରି ବର୍ଷା ହେବା ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି।
from Odisha Reporter https://ift.tt/2PJQi3d
No comments:
Post a Comment