ଏହି ଶିଷ୍ୟାଙ୍କ ବିନା ରହିପାରନ୍ତିନି ଅନୁପ ଜଲୋଟା, ଲୁଚି ଲୁଚି ଦେଖା କରିବାକୁ ଯାଆନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 16, 2018

ଏହି ଶିଷ୍ୟାଙ୍କ ବିନା ରହିପାରନ୍ତିନି ଅନୁପ ଜଲୋଟା, ଲୁଚି ଲୁଚି ଦେଖା କରିବାକୁ ଯାଆନ୍ତି

n4

ମୁମ୍ବାଇ: ଅନ୍ୟତମ ପପୁଲାର୍ ଟିଭି ଶୋ’ ‘ବିଗ୍‌ ବସ୍‌ ସିଜିନ୍ ୧୨’ ଗତକାଲିଠାରୁ ଆରମ୍ଭ ହୋଇଛି। ଏଥିରେ ଦେଶର ଜଣାଶୁଣା ଭଜନ ଗାୟକ ଅନୁପ ଜଲୋଟା ପ୍ରତିଯୋଗୀ ଭାବେ ସାମିଲ ହେବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ତେବେ ତା’ଠାରୁ ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି, ତିନି ବର୍ଷ ହେଲାଣି ସେ ତାଙ୍କର ଜଣେ ଶିଷ୍ୟାଙ୍କ ସହିତ ରିଲେସନ୍‌ସିପ୍‌ରେ ଅଛନ୍ତି। ତାଙ୍କର ସେହି ଶିଷ୍ୟାଙ୍କ ନାଁ ଜସଲୀନ୍‌ ମଥାରୁ। ସେ ଅନୁପ ଜଲୋଟା (୬୫)ଙ୍କ ଠାରୁ ୩୭ ବର୍ଷ ସାନ। ସେ ମଧ୍ୟ ବିଗ୍ ବସ୍‌ରେ ପ୍ରତିଯୋଗୀ ଭାବେ ସାମିଲ ହୋଇଛନ୍ତି।

anupଏକଥା କାହାକୁ ଜଣା ନଥିଲା। ଗତକାଲି ବିଗ୍ ବସ୍ ଶୋ’କୁ ଦୁଇ ଜଣ ଯାକ ସାଙ୍ଗ ହୋଇ ଏଣ୍ଟ୍ରି ମାରିବା ପରେ ଏହାର ଖୁଲାସା ହୋଇଥିଲା। ଏହା ଶୁଣିବା ପରେ ଶୋ’ରେ ଉପସ୍ଥିତ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଅନୁପ ଜଲୋଟା ଓ ଜସଲୀନ୍ ସ୍ୱାଭାବିକ ଢଙ୍ଗରେ ଛିଡ଼ା ହୋଇଥିଲେ।

anup3ଜସଲୀନ୍ ଶୋ’ରେ କହିଥିଲେ ଯେ ଅନୁପ ଓ ସେ ଲୁଚିଲୁଚି ପରସ୍ପରକୁ ଭେଟୁ ଥିଲେ। ଅନୁପ ତାଙ୍କ ବିନା ରହିପାରନ୍ତି ନାହିଁ। ସେ କୋଲକାତା ଚାଲି ଆସନ୍ତି ଓ ଆମେ ଲୁଚିଲୁଚି ପରସ୍ପରକୁ ଭେଟୁ। ବିଗ୍ ବସ୍‌ ଘରେ ଏସବୁ ଥିରୁ ମୁକ୍ତି ମିଳିବ।

ସୂଚନାଯୋଗ୍ୟ, ଅନୁପ ଜଲୋଟା ତିନିଟି ବିବାହ କରିଛନ୍ତି। ତାଙ୍କ ତୃତୀୟ ପତ୍ନୀଙ୍କ ନାମ ମେଧା ଗୁଜରାଲ।



from Odisha Reporter https://ift.tt/2xesf5y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages