ପ୍ରଥମ ଥର ପାଇଁ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇଲା ବୋଇଂ-୭୩୭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ପ୍ରଥମ ଥର ପାଇଁ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇଲା ବୋଇଂ-୭୩୭

airport

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଆସନ୍ତା ୨୨ତାରିଖରେ ଉଦ୍‌ଘାଟିତ ହେବ ଝାରସୁଗୁଡ଼ା ବିମାନ ବନ୍ଦର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନ ବନ୍ଦରକୁ ଉଦଘାଟନ୍ କରିବେ। ‌

ସେଥିପାଇଁ ଗତକାଲି ପ୍ରଥମ ଥର ଝାରସୁଗଡ଼ା ବିମାନବନ୍ଦରରେ ବାୟୁସେନାର ବିମାନ ବୋଇଂ-୭୩୭ ଅବତରଣ କରିଥିଲା। ଏହି ବିମାନ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଧାସଳଖ ଝାରସୁଗୁଡ଼ାରେ ଆସି ପହଞ୍ଚିଥିଲା। ଅଧଘଣ୍ଟା ରହିବା ପରେ ପୁଣି ଥରେ ଦିଲ୍ଲୀ ଫେରିଥିଲା ବୋଇଂ-୭୩୭।

ବୋଇଂ  ବିମାନରେ ଦୁଇ ଜଣ ପାଇଲଟ୍‌ଙ୍କ ସହ ବୈଷୟିକ ଅଧିକାରୀ ଥିଲେ। ସେମାନେ ଝାରସୁଗଡ଼ା ବିମାନବନ୍ଦରର ଅନୁଧ୍ୟାନ କରିଥିଲେ।



from Odisha Reporter https://ift.tt/2NagkzT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages