ଅସନ୍ତାକାଲିଠାରୁ ଜାତୀୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ଅସନ୍ତାକାଲିଠାରୁ ଜାତୀୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ

kalinga

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଆରମ୍ଭ ହେଉଛି ଜାତୀୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ। କଳିଙ୍ଗ ଷ୍ଟାଡିୟମ୍‌ରେ ଏନେଇ ପହଞ୍ଚିଛନ୍ତି ଖେଳାଳି। ଏସିଆନ୍‌ ଗେମ୍ସରେ ଭାରତ ପାଇଁ ଗୌରବ ଆଣିଥିବା ପଦକ ବିଜେତାଙ୍କୁ ଏହି ପ୍ରତିଯୋଗିତାରେ ଦେଖିବାକୁ ମିଳିବ।
ତେବେ ବିଶ୍ୱ ଚାମ୍ପିୟନ୍‌ ଜାଭେଲିନ୍‌ ଥ୍ରୋର ନିରୋଜ ଚୋପ୍ରା, ସ୍ପ୍ରିଣ୍ଟର ହିମା ଦାସ ଓ ଦୂତି ଚାନ୍ଦ ଏହି ଚାମ୍ପିୟନ୍‌ସିପରେ ଅଂଶ ଗ୍ରହଣ କରୁନାହାନ୍ତି। ଚାମ୍ପିୟନ୍‌ସିପରେ ଓଡ଼ିଶାରୁ ଆନ୍ତର୍ଜାତିକ ଆଥଲେଟ୍ ଅମିୟ ମଲ୍ଲିକ ଓ ପାର୍ବତୀ ସେଠୀଙ୍କ ସହ ୧୫ଜଣ ଆଥଲେଟ ଭାଗ ନେବେ।
ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପକ୍ଷରୁ ଆୟୋଜନ କରାଯାଉଥିବା ୪ ଦିନିଆ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ଆଥଲେଟିକ୍ସ ସଂଘ ଏବଂ କ୍ରୀଡା ସଂଗଠନରୁ ପ୍ରାୟ ୬୦୦ ଆଥଲେଟ୍ ଏଥିରେ ଭାଗ ନେଉଛନ୍ତି।



from Odisha Reporter https://ift.tt/2zr8Lwd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages