‘ଅଲିଭିଆ’କୁ ସାବଧାନ! ସତର୍କ କଲା କ୍ରାଇମ୍‌ବ୍ରାଞ୍ଚ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

‘ଅଲିଭିଆ’କୁ ସାବଧାନ! ସତର୍କ କଲା କ୍ରାଇମ୍‌ବ୍ରାଞ୍ଚ୍‌

harmfull

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋମୋ ଗେମ୍ସ ପରେ ‘ଅଲିଭିଆ’ ଆତଙ୍କ ଦେଖାଦେଇଛି। ‘ଅଲିଭିଆ’ ନାଁରେ ଆସୁଥିବା ମେସେଜ୍ ପ୍ରତି ସତର୍କ ରହିବାକୁ ଓଡିଶା କ୍ରାଇମବ୍ରାଞ୍ଚ୍‌ ପକ୍ଷରୁ ପରାମର୍ଶ ଦିଆଯାଇଛି।

କୌଣସି ଅଜଣା କିମ୍ବା ସନ୍ଦେହଜନକ ବ୍ୟକ୍ତିଙ୍କ ମେସେଜ୍‌ ଗ୍ରହଣ ନ କରିବା ପାଇଁ ପିଲାମାନଙ୍କ ସହିତ ସେମାନଙ୍କ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛି କ୍ରାଇମ୍‌ବ୍ରାଞ୍ଚ୍‌। ଏଥିସହ ସୋଶାଲ୍ ମିଡିଆରେ ପିଲାମାନଙ୍କ ଗତିବିଧି ଉପରେ ବିଶେଷ ନଜର ରଖିବା ପାଇଁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଛି।

ବିଶେଷ କରି ପିଲାମାନେ କେଉଁ ଆପ୍ଲିକେସନ୍ ବ୍ୟବହାର କରୁଛନ୍ତି, କେଉଁମାନଙ୍କ ସହ ବନ୍ଧୁତା କରୁଛନ୍ତି, ସେ ନେଇ ଧ୍ୟାନ ଦେବାକୁ କୁହାଯାଇଛି।

‘ଅଲିଭିଆ ହୋକ୍ସ’ ନାମକ ଆପ୍ଲିକେସନ୍‌ ସୋଶାଲ୍ ମିଡିଆରେ ପିଲାମାନଙ୍କ ସହ ବନ୍ଧୁତା କରି ସେମାନଙ୍କୁ ଫସାଉଥିବା ଅଭିଯୋଗ ହେଉଛି।

 

 



from Odisha Reporter https://ift.tt/2OmZnhU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages