$=74.06: ଟଙ୍କାର ନୂଆ ରେକର୍ଡ ମୂଲ୍ୟ ସହିତ କାରବାର ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 8, 2018

$=74.06: ଟଙ୍କାର ନୂଆ ରେକର୍ଡ ମୂଲ୍ୟ ସହିତ କାରବାର ବନ୍ଦ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଡଲାର ତୁଳନାରେ ବାରମ୍ବାର ଦୁର୍ବଳ ହେବାକୁ ଲାଗିଥିବା ଭାରତୀୟ ମୁଦ୍ରା ଟଙ୍କାର ମୂଲ୍ୟରେ ଆଜି ୩୦ ପଇସା ହ୍ରାସ ପାଇ କାରବାର ଶେଷ ବେଳକୁ ରେକର୍ଡ ୭୪.୦୬ ଟଙ୍କାରେ ପହଞ୍ଚିଛି। କାରବାର ଆରମ୍ଭ ବେଳକୁ ଏହାର ମୂଲ୍ୟ ୭୩.୭୬ ଥିଲା। ପୂର୍ବରୁ ଏହି ରେକର୍ଡ ୭୪ ଟଙ୍କା ଥିଲା ଏବଂ ଆଜିର ଏହି ମୂଲ୍ୟ ହ୍ରାସ ପରେ ପ୍ରଥମ ଥର ପାଇଁ ଟଙ୍କା କାରବାର ଶେଷ ବେଳକୁ ୭୪ଟଙ୍କାକୁ ଟପିଛି। ଏହା ପୂର୍ବରୁ ଶୁକ୍ରବାର ଦିନ ବିନିମୟ ମୂଲ୍ୟରେ ୧୮ ପଇସା ହ୍ରାସ ହୋଇଥିଲା।

ଏସିଆର ସବୁଠାରୁ ଖରାପ ପ୍ରଦର୍ଶନକାରୀ ମୁଦ୍ରା ଭାବେ ଟଙ୍କାର ବିନିମୟ ମୂଲ୍ୟରେ ଚଳିତ ବର୍ଷ ଅର୍ଥାତ ୨୦୧୮ ମସିହାରେ ୧୪ ପ୍ରତିଶତ ହ୍ରାସ ହୋଇସାରିଲାଣି।



from Odisha Reporter https://ift.tt/2pHFho5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages