ପୁଲିସ୍‌କୁ ଦେଖି ଉଲଗ୍ନ ହୋଇଗଲେ, ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ପୁଲିସ୍‌କୁ ଦେଖି ଉଲଗ୍ନ ହୋଇଗଲେ, ଭିଡିଓ ଭାଇରାଲ୍‌

woman

ମୁମ୍ୱାଇ: ମୁମ୍ୱାଇର ଓଶିୱାରାରେ ଜଣେ ଯୁବତୀ ତାଙ୍କ ଆପାର୍ଟମେଣ୍ଟର ୱାଚ୍‌ମ୍ୟାନ୍‌ଙ୍କ ସହିତ ଝଗଡ଼ା ଲାଗିବା ପରେ ଯେଉଁ କାଣ୍ଡ କଲେ, ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ଯୁବତୀ ଜଣଙ୍କୁ ସମ୍ଭାଳି ହେଲାନି ବୋଲି ୱାଚ୍‌ମ୍ୟାନ୍‌ ପୁଲିସ୍‌କୁ ଡାକିଲେ। ତେବେ ପୁଲିସ୍‌କୁ ଦେଖି ଯୁବତୀ ଜଣଙ୍କ ଦେହରୁ ସବୁ ପୋଷାକ ଓହ୍ଲାଇ ଦେଇଥିଲେ ଓ ଉଲଗ୍ନ ହୋଇ ୱାଚ୍‌ମ୍ୟାନ୍‌ଙ୍କୁ ମାଡ଼ ମାରିଥିଲେ। ଏବେ ଏହାର ଭିଡିଓ ସୋଶାଲ୍ ମିଡିଆରେ ଖୁବ୍‌ ଭାଇରାଲ୍ ହେଉଛି।

ଘଟଣାଟି ଅକ୍ଟୋବର ୨୫ ତାରିଖର। ନିଶାରେ ଚୂର ଏହି ଯୁବତୀ ଜଣଙ୍କ ୱାଚ୍‌ମ୍ୟାନ୍‌ଙ୍କୁ ସିଗାରେଟ୍ ଆଣିବାକୁ କହିଥିଲେ। ହେଲେ ୱାଚ୍‌ମ୍ୟାନ୍‌ ମନା କରି ଦେଇଥିଲେ। ଏହା ପରେ ଯୁବତୀ ଜଣଙ୍କ ତାଙ୍କୁ ଗାଳି କରିଥିଲେ।

woman2ଯୁବତୀ ଜଣଙ୍କ ଅଧିକ ପାଟିତୁଣ୍ଡ କରିବାରୁ ୱାଚ୍‌ମ୍ୟାନ୍‌ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଥାନାକୁ ଯିବାକୁ କହିଥିଲା। ଏହା ଶୁଣିବା ପରେ ଯୁବତୀ ଜଣଙ୍କ ଦେହରୁ ସବୁ ପୋଷାକ ଖୋଲି ଦେଇ ୱାଚ୍‌ମ୍ୟାନ୍‌ଙ୍କୁ ମାରପିଟ କରିଥିଲେ।

ପୁଲିସ୍ ଯୁବତୀଙ୍କୁ କାବୁ କରି ଥାନାକୁ ନେଇଥିଲା। ତେବେ ତାଙ୍କ ନାଁରେ କୌଣସି ମାମଲା ରୁଜୁ ହୋଇନାହିଁ।

watchmanଅନ୍ୟପକ୍ଷରେ, ଯୁବତୀ ଜଣକ ମୁମ୍ୱାଇ ପୁଲିସ୍ ଓ ଭିଡିଓରେ ଉପସ୍ଥିତ ଥିବା ଲୋକଙ୍କ ବିରୋଧରେ ଟ୍ୱିଟ୍‌ କରି ସମାଲୋଚନା କରିଛନ୍ତି। ଏଥିସହ #Metoo ଲେଖି ଅନେକ ଅଭିଯୋଗ ଆଣିଛନ୍ତି।



from Odisha Reporter https://ift.tt/2EMhZrd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages