
ନୀଳଗିରି(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ନୀଳଗିରି ନରଣପୁରରେ ଗାଁରୁ ୫ ଫୁଟ୍ ଲମ୍ବାର ଧଳା ନାଗ ସାପ ଉଦ୍ଧାର କରାଯାଇଛି।
ସାପଟିକୁ ଗାଁର ଯୋଗେନ୍ଦ୍ର ସାହୁଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି।
ସାପଟିକୁ ପ୍ରଥମେ ଦେଖି ଘର ଲୋକ ଭୟଭୀତ ହୋଇଯାଇଥିଲେ।
ନୀଳଗିରି ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଙ୍ଗଲ ମଧ୍ୟରେ ଛାଡ଼ି ଦେଇଥିଲେ।
from Odisha Reporter https://ift.tt/2pR719A
No comments:
Post a Comment