ତୁଷାର ମେହଟା ନୂଆ ସଲିସିଟର ଜେନେରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

ତୁଷାର ମେହଟା ନୂଆ ସଲିସିଟର ଜେନେରାଲ୍‌

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସୁପ୍ରିମ୍‌କୋର୍ଟର ବରିଷ୍ଠ ଓକିଲ ତଥା ରୋହିଙ୍ଗ୍ୟା ଏବଂ ଲୋୟା ଭଳି ବହୁ ଚର୍ଚ୍ଚିତ ମାମଲା ଲଢ଼ିଥିବା ତୁଷାର ମେହଟାଙ୍କୁ ୨୦୨୦ ମସିହା ଯାଏ ସଲିସିଟର ଜେନେରାଲ୍‌ ନିଯୁକ୍ତି ଦିଆଯାଇଛି।

୨୦୧୭ ମସିହା ଅକ୍ଟୋବର ୨୦ ତାରିଖରେ ରଞ୍ଜିତ କୁମାର ଏହି ପଦବୀରୁ ଇସ୍ତଫା ଦେବାପରେ ଏହି ଦ୍ୱିତୀୟ ସର୍ବୋଚ୍ଚ ଆଇନ ଅଧିକାରୀ ପଦବୀ ଖାଲି ପଡ଼ିଥିଲା।

ମେହଟା ୨୦୧୪ ମଧ୍ୟଭାଗରୁ ଅତିରିକ୍ତ ସଲିସିଟର ଜେନେରାଲ୍‌ଭାବେ କାର୍ଯ୍ୟ କରି ଆସୁଛନ୍ତି। ସେ ପ୍ରଥମେ ଗୁଜରାଟ ହାଇକୋର୍ଟରେ ଓକିଲାତି କରୁଥିଲେ।



from Odisha Reporter https://ift.tt/2A2dRyZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages