ଅନୁପ୍‌ଙ୍କୁ ନୂଆ ନାଁ ଦେଲେ ଜସ୍‌ଲୀନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

ଅନୁପ୍‌ଙ୍କୁ ନୂଆ ନାଁ ଦେଲେ ଜସ୍‌ଲୀନ୍‌

anup

ମୁମ୍ବାଇ: ବିଗ୍‌ବସ୍‌-୧୨ର ଶୁକ୍ରବାର ଏପିସୋଡ୍‌ରେ ଅନୁପ୍‌ ଜଲୋଟା ଓ ଜସ୍‌ଲୀନ୍‌ ମଥାରୁଙ୍କ  ରୋମାଣ୍ଟିକ୍‌ ଡେଟ୍‌ ଦେଖିବାକୁ ମିଳିଛି।

ବିଗ୍‌ ବସ୍‌ ଦ୍ୱାରା ଏହି ଯୋଡ଼ି ପାଇଁ ଏକ ରୋମାଣ୍ଟିକ୍‌ ଡେଟ୍‌ର ଆୟୋଜନ କରାଯାଇଥିଲା। ଏହି ସ୍ପେଶାଲ୍‌ ଡେଟ୍‌ରେ ଅନୁପ୍‌ ଓ ଜସ୍‌ଲୀନ୍‌ ପୁଣି ନିକଟତର ହୋଇଛନ୍ତି।

anup1ଏହି ଡେଟ୍‌ରେ ଅନୁପ୍‌ ଜସ୍‌ଲୀନ୍‌ଙ୍କ ପାଇଁ ଗୀତ ଗାଇଥିଲେ। ତା’ସହିତ ଆଣ୍ଠୁ ମାଡ଼ି ଗୋଲାପ ଫୁଲ ଦେଇଥିଲେ ଓ ତାଙ୍କୁ ଭଲ ପାଆନ୍ତି ବୋଲି କହିଥିଲେ।

ଜସ୍‌ଲୀନ୍‌ ବି ତାଙ୍କୁ ଆଲିଙ୍ଗନ କରି ନିଜ ମନ କଥା ଖୋଲିକି କହିଥିଲେ।

ଜସ୍‌ଲୀନ୍‌ ଅନୁପ୍‌ଙ୍କୁ କହିଥିଲେ ଯେ ସେ ତାଙ୍କ ସାହସ। ଆଉ ଏବେ ଠାରୁ ସେ ତାଙ୍କୁ ‘ପ୍ୟାରେଜୀ’ କହିକି ଡାକିବାକୁ ଚାହୁଁଛନ୍ତି।

anup3ଡେଟ୍‌ରେ ଦୁହେଁ ଏକାଠି ଡ୍ୟାନ୍ସ କରିଥିଲେ। ଜସ୍‌ଲୀନ୍‌ ଟ୍ରାଡିସ୍‌ନାଲ୍‌ରେ ଲୁକ୍‌ରେ ଥିଲେ। ଅନୁପ୍‌ ସୁଟ୍‌ ପିନ୍ଧିଖୁବ୍‌ ହ୍ୟାଣ୍ଡ୍‌ସମ୍‌ ଲାଗୁଥିଲେ।

ସୂଚନାଯୋଗ୍ୟ, ବିଗ୍‌ ବସ୍‌-୧୨ରେ  ଅନୁପ୍‌ ଓ ଜସ୍‌ଲୀନ୍‌ଙ୍କ ଯୋଡ଼ି ଆରମ୍ଭରୁ ହିଁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି। ନିକଟରେ ଏକ ଟାସ୍କରେ ଦୁହିଁଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିବା ବେଳେ  ଏବେ ପୁଣି ପ୍ୟାଚ୍‌ଅପ୍‌ ହୋଇଯାଇଛି।

 

 



from Odisha Reporter https://ift.tt/2PgLRNx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages