ରାସ୍ତାରେ ଯାଉଥିଲା, ହୁ ହୁ ହୋଇ ଜଳିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ରାସ୍ତାରେ ଯାଉଥିଲା, ହୁ ହୁ ହୋଇ ଜଳିଲା

car

ପାଲଲହଡ଼ା(ରବି ନାରାୟଣ ପ୍ରଧାନ): ରାସ୍ତା ଉପରେ ଯାଉଥିଲା ଟ୍ରକ୍‌ଟି। ଲୁହାପଥର ବୋଝେଇ ହୋଇଥିଲା। ହେଲେ ହଠାତ୍‌ କ’ଣ ହେଲା କିଛି ଜଣାପଡ଼ିଲଶ ନାହିଁ। ରାସ୍ତା ଉପରେ ହୁ ହୁ ହୋଇ ଜଳିବାକୁ ଲାଗିଲା। ଏପରି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ।

ପାଲଲହଡ଼ା ବ୍ଲକ୍‌ ଖେମଳା ଗାଁ ନିକଟ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ନିଆଁ ଲାଗି ଟ୍ରକ୍‌ଟି ଜଳି ଯାଇଛି।

ତେବେ ଟ୍ରକ୍‌ର ଡ୍ରାଇଭର ଓ ହେଲପର୍‌ କୌଣସି ମତେ ନିଜକୁ ବଞ୍ଚାଇବାକୁ ସକ୍ଷମ ହୋଇଛନ୍ତି।

ଟ୍ରକ୍‌ଟି ରାଉରକେଲାରୁ ପାରାଦୀପ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ତେବେ କେଉଁ କାରଣରୁ ଏଥିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ।

ଆଜି ଭୋର ପ୍ରାୟ ୫ଟା ବେଳେ ଏହି ଅଘଟଣ ଘଟିଛି। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2qdgOHj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages