ଶ୍ରୀମନ୍ଦିର ପରିସରର ଫଟୋ ଭାଇରାଲ୍‌ କଲେ ପୁଲିସ୍‌ ବାବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 8, 2018

ଶ୍ରୀମନ୍ଦିର ପରିସରର ଫଟୋ ଭାଇରାଲ୍‌ କଲେ ପୁଲିସ୍‌ ବାବୁ

Untitled-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ପୁରୀ ଶ୍ରୀମନ୍ଦିର ପରିସରର ଫଟୋ ଭାଇରାଲ୍‌ ହୋଇଛି। ଏଥର ଫଟୋ ଭାଇରାଲ୍ କରିଛନ୍ତି ଜଣେ ପୁଲିସ୍ ଅଫିସର୍‌।

policeପୁରୀ ସମୁଦ୍ରକୂଳ ଥାନାର ସବ୍ଇନ୍ସପେକ୍ଟର ଦିଲୀପ ପଣ୍ଡା ତାଙ୍କ ଫେସବୁକ୍ ଆକାଉଣ୍ଟରେ ଏହି ଫଟୋକୁ ଅପ୍‌ଲୋଡ୍‌ କରିଛନ୍ତି।

puriବାଇଶି ପାହାଚରେ ପିଣ୍ଡଦାନ କରିବା ସମୟର ଫଟୋ ସହିତ ବେଢ଼ାରେ ଛିଡ଼ା ହୋଇ ଉଠାଇଥିବା ଫଟୋକୁ ସେ ଫେସ୍‌ବୁକ୍‌ରେ ପୋଷ୍ଟ୍ କରିଛନ୍ତି।

templeଜଣେ ପୁଲିସ୍ ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏହାକୁ ନେଇ ତାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।



from Odisha Reporter https://ift.tt/2RAhxyF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages