ଆପଣଙ୍କ ଲୁକ୍‌ ବଦଳାଇ ଦେବ ଏହି ସବୁ ଇଅର୍‌ରିଙ୍ଗ୍‌ସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ଆପଣଙ୍କ ଲୁକ୍‌ ବଦଳାଇ ଦେବ ଏହି ସବୁ ଇଅର୍‌ରିଙ୍ଗ୍‌ସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯଦି ଆପଣଙ୍କ ଲୁକ୍‌ ବୋରିଂ ଏବଂ ଡଲ୍‌ ଲାଗୁଛି, ତେବେ ସୁନ୍ଦର ଦେଖାଯିବା ପାଇଁ ଆପଣ ଇଣ୍ଡିଆନ୍‌ କିମ୍ୱା ୱେଷ୍ଟର୍ଣ୍ଣ ଷ୍ଟାଇଲ୍‌ର ଛୋଟ ବଡ଼ ଇଅର୍‌ରିଙ୍ଗ୍‌ସ୍‌ ପିନ୍ଧିଥା’ନ୍ତି। କିନ୍ତୁ ଅନେକ କ୍ଷେତ୍ରରେ ଦେଖାଯାଏ, ଝିଅମାନେ ଏପରି କିଛି ଇଅର୍‌ରିଙ୍ଗ୍‌ସ୍‌ ବାଛିଥା’ନ୍ତି, ଯାହା ସେମାନଙ୍କ ଲୁକ୍‌କୁ ଖରାପ କରି ଦେଇଥାଏ।
କାରଣ ସବୁ ପ୍ରକାରର ଇଅର୍‌ରିଙ୍ଗ୍‌ସ୍‌ ଆପଣଙ୍କ ମୁହଁକୁ ମାନି ନ ଥାଏ। ଏଥିପାଇଁ ନିଜର ବ୍ୟକ୍ତିଗତ ପସନ୍ଦ ଅପେକ୍ଷା ନିଜ ମୁହଁକୁ କ’ଣ ମାନିବ, ତାହା ଉପରେ ଧ୍ୟାନ ଦିଅନ୍ତୁ।
ଯଦି ଆପଣଙ୍କର ମୁହଁ ଗୋଲ୍‌, ଲମ୍ୱା କିମ୍ୱା ହାର୍ଟ ଆକାରର ତେବେ ଏହି ସବୁ ଇଅର୍‌ରିଙ୍ଗ୍‌ସ୍‌ ଚିତ୍ର ଦେଖନ୍ତୁ ଏବଂ ସେଥିରୁ ଆପଣଙ୍କ ମୁହଁକୁ ଏହି ସବୁ କିପରି ଲୁକ୍‌ ଦେବ, ଜାଣନ୍ତୁ।

ଆମ୍ରପଲ୍ଲିର ଗୋଲ୍ଡ୍‌ ପ୍ଲେଟେଡ୍‌ ଇଅର୍‌ରିଙ୍ଗ୍‌ସ୍‌ ଆପଣଙ୍କୁ ଏକ କାଜୁଆଲ୍‌ ଲୁକ୍‌ ଦେବ।
ଗୋଲ୍‌ଡେନ୍‌ ଟପ୍‌ ଇଅର୍‌ରିଙ୍ଗ୍‌ସ୍‌ ଆପଣ ଦୈନନ୍ଦିନ ଜୀବନରେ ବ୍ୟବହାର କରିପାରିବେ। ଏଥିରେ ଆପଣ ସ୍ମାର୍ଟ ଲାଗିବା ସହିତ ସୁନ୍ଦର ମଧ୍ୟ ଦେଖାଯିବେ।ପ୍ଲୋରାଲ୍‌ ଡିଟେଲ୍‌ ସହିତ ମେଟାଲିକ୍‌ ଇଅର୍‌ରିଙ୍ଗସ୍‌ ପିନ୍ଧନ୍ତୁ, ଏହା ଆପଣଙ୍କ କାନ୍ଧ ପର୍ଯ୍ୟନ୍ତ ପଡ଼ିବ।
ଗୋଲ୍ଡ ବଦଳରେ କ୍ରିଷ୍ଟାଲ୍‌ ସିଲ୍‌ଭର୍‌ ରଙ୍ଗର ଇଅର୍‌ରିଙ୍ଗ୍‌ସ୍‌ ପିନ୍ଧନ୍ତୁ।
ଏହାଛଡ଼ା ବଜାରରେ ମିଳୁଥିବା ମୋତିର ବିଭିନ୍ନ ଇଅର୍‌ରିଙ୍ଗ୍‌ସ୍‌ ମଧ୍ୟ ଆପଣ ପିନ୍ଧିପାରିବେ।



from Odisha Reporter https://ift.tt/2ElP2m0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages