
ନୂଆଦିଲ୍ଲୀ: ଏଣିକି ଆଉ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍ବିଆଇ)ର ଏଟିଏମ୍ ଗୋଟିଏ ଦିନରେ ୪୦ ହଜାର ଟଙ୍କା ଉଠାଇ ହେବ ନାହିଁ।
ଏଟିଏମ୍ରୁ ଟଙ୍କା ଉଠାଣ ପରିମାଣକୁ ଏସ୍ବିଆଇ ହ୍ରାସ କରି ଦେଇଛି। ଏଣିକି ଏସ୍ବିଆଇ ଏଟିଏମ୍ରୁ ଗୋଟିଏ ଦିନରେ କେବଳ ୨୦ ହଜାର ଟଙ୍କା ଉଠାଇ ହେବ।
ଏ ନୂଆ ନିୟମ ଅକ୍ଟୋବର ମାସ ୩୧ ତାରିଖରୁ ଲାଗୁ ହେବ।
from Odisha Reporter https://ift.tt/2NctBD1
No comments:
Post a Comment