
ମୁମ୍ବାଇ: କେମିତି ଦିଶିବେ ଯଦି ଅମିତାଭ୍ ଅମିତାଭ୍ ନ ହୋଇ ‘ଅମିତା’ ହୋଇଯାଆନ୍ତି। ଆଉ ଜୟା ବଚ୍ଚନ ଜାୟା ନ ହୋଇ ‘ଜୟ’ ହୋଇଯାଆନ୍ତେ। ଆମ କଥା ଶୁଣିଲା ବେଳକୁ ଆପଣ ଭାବୁ ଥିବେ ଆମେ କ’ଣ ଏଣୁ ତେଣୁ ସବୁ କହିଯାଉଛୁ। ଅବଶ୍ୟ ଆମର ଏ କଥା ଆପଣଙ୍କୁ ଏଣୁତେଣୁ ଲାଗିବା ସ୍ୱଭାବିକ୍। କିନ୍ତୁ ପ୍ରକୃତରେ ଏମିତି କିଛି ଏବେ ସୋଶାଲ ମିଡିଆରେ ବୁଲୁଛି। ଏମିତି ଫଟୋ ଭାଇରାଲ୍ ହେଉଛି ଯେଉଁଠି ଅଭିନେତାମାନେ ନିଜ ପତ୍ନୀଙ୍କ ରୂପ ନେଇଛନ୍ତି ଓ ଅଭିନେତ୍ରୀ ନିଜ ସ୍ୱାମୀଙ୍କ ରୂପରେ ଅଛନ୍ତି। କହିଲେ ଦେଖି କଥାଟା ମଜାଦାର ନା ନାଇଁ। ତା ହେଲେ ଆଉ ଡେରି ନ କରି ଆସନ୍ତୁ ଦେଖିବା ସେଇ ଫଟୋଗୁଡିକ।
ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ

ଶାହାରୁଖ୍ ଓ ଗୌରୀ ଖାନ୍

ଅମିତାଭ ଓ ଜୟା ବଚ୍ଚନ

ଅକ୍ଷୟ କୁମାର ଓ ଟ୍ୱିଙ୍କିଲ୍ ଖନ୍ନା

ଆମୀର ଖାନ୍ ଓ କିରନ୍ ରାଓ

ଧର୍ମେନ୍ଦ୍ର ଓ ହେମାମାଳିନୀ

କରୀନା କପୁର ଓ ସୈଫ୍ ଅଲ୍ଲୀ ଖାନ୍

ଦିଲୀପ୍ କୁମାର ଓ ସାୟେରା ବାନୋ

ମାଧୁରୀ ଦିକ୍ଷିତ୍ ଓ ଶ୍ରୀ ରାମ୍ ମାଧବନେନେ

ରିଷି କପୁର ଓ ନିତୁ ସିଂହ

ଜାଭେଦ୍ ଅଖ୍ତର ଓ ସୱାନା ଆଜ୍ମି

ବିଦ୍ୟାବାଲନ ଓ ସିଦ୍ଧାର୍ଥ ରାୟ କପୁର

ସଞ୍ଜୟ ଦତ୍ତ ଓ ମାନ୍ୟତ୍ତା ଦତ୍ତ

ଶିଳ୍ପା ସେଟ୍ଟୀ ଓ ରାଜ୍ କୁନ୍ଦ୍ରା

from Odisha Reporter https://ift.tt/2Pm9btj
No comments:
Post a Comment