
ରାୟପୁର: ଛତିଶଗଡ଼ର ଦୁର୍ଗ ଜିଳ୍ଲାରେ ଥିବା ଭିଲାଇ ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଗ୍ୟାସ୍ ପାଇପ ଲାଇନ୍ ଫାଟି ଯିବାରୁ ଏହି ଦୁର୍ଘଟଣା ଘଯି ୬ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ପୁଲିସ୍ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଆଜି ସକାଳେ ଏହି ଅଘଟଣ ଘଟିଥିଲା। ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରୁଛନ୍ତି।
from Odisha Reporter https://ift.tt/2PpcIa4
No comments:
Post a Comment