
ମାଲକାନଗିରି(ଓଡ଼ିଶା ରିପୋର୍ଟର): ଲୁଚାଛପାରେ ମାଓବାଦୀଙ୍କୁ ଗୁଳି ବନ୍ଧୁକ ଯୋଗାଉଥିବା ଅଭିଯୋଗରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାର କାସୋଲି ଫୋର୍ସ କ୍ୟାମ୍ପରେ କାର୍ଯ୍ୟରତ ଜଣେ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍।
ଅଭିଯୁକ୍ତ ଯବାନଙ୍କ ନାଁ ରାଜୁ କୁଜୁର।
ପୁଲିସ ତାଙ୍କୁ ଗିରଫ କରିବା ପରେ ଡେମୋ ପ୍ରଦର୍ଶନ କରାଇଛି। ସେ କେମିତି ସୁରକ୍ଷା ତାରବାଡ଼କୁ ଡେଇଁ ମାଓବାଦୀଙ୍କୁ ସହଯୋଗ କରୁଥିଲେ, ତାହାର ଡେମୋ ସେ କରି ଦେଖାଇଛନ୍ତି।
ତେବେ ସଂପୃକ୍ତ ଯବାନ କିମ୍ବା ପୁଲିସ୍ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।
from Odisha Reporter https://ift.tt/2P1j3eT
No comments:
Post a Comment