୨ଟି ହେଲିକପ୍ଟର ବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବୈଜୟନ୍ତଙ୍କ ଅପିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

୨ଟି ହେଲିକପ୍ଟର ବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବୈଜୟନ୍ତଙ୍କ ଅପିଲ୍‌

baijayant

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦରରେ ହ୍ୟାଙ୍ଗରରେ ସିଲ୍ ହୋଇଥିବା ୩ଟି ହେଲିକପ୍ଟରରୁ ୨ଟିକୁ ବାହାର କରିବାକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ୍‌ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।

ଯେଉଁ ହେଲିକପ୍ଟର ବିରୋଧରେ ଅଭିଯୋଗ ନାହିଁ, ସେଗୁଡିକୁ ମାଗଣାରେ ବନ୍ୟା ବିପନ୍ନଙ୍କ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଲଗାଇବାକୁ ଟ୍ୱିଟ୍ ଜରି‌ଆରେ ଅପିଲ୍‌ କରିଛନ୍ତି ବୈଜୟନ୍ତ।

ହେଲିକପ୍ଟର ସିଲ୍ କରାଯିବା ଘଟଣାରେ ବୈଜୟନ୍ତ ଗତକାଲି ଟ୍ୱିଟ୍ କରି ଲେଖିଥିଲେ ଯେ, ରାଜ୍ୟ ସରକାର ଓ ପୁଲିସ୍‌ର ତଦନ୍ତ କରିବାର ଅଧିକାର ନାହିଁ। ହ୍ୟାଙ୍ଗର ସିଲ୍ କରିବାର ମଧ୍ୟ କୌଣସି ଅଧିକାର ମଧ୍ୟ ରାଜ୍ୟ ସରକାର ଓ ପୁଲିସ୍‌ର ନାହିଁ ବୋଲି ସେ ଲେଖିଥିଲେ।

ସୂଚନାଯୋଗ୍ୟ, ଚିଲିକା ଉପରେ ହେଲିକପ୍ଟର ଉଡ଼ିବା ଅଭିଯୋଗରେ ଇମ୍ଫାର ତିନିଟି ହେଲିକପ୍ଟରକୁ ପୁଲିସ୍ ସିଲ୍ କରି ଦେଇଛି।



from Odisha Reporter https://ift.tt/2yebEPR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages