
ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଓ ଭୟରେ ଭିଟାମାଟି ଛାଡ଼ିଲେ ଗାଁ ଲୋକେ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ ଗାଁର ୧୫ରୁ ଅଧିକ ଲୋକ ଗାଁ ଛାଡ଼ିଛନ୍ତି। ସେମାନେ ଏବେ ମାଥିଲିରେ ସେମାନଙ୍କ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିବା ଜଣାପଡ଼ିଛି।
ଗତକିଛି ଦିନ ତଳେ ପ୍ରଜାମେଳି କରି ମାଓବାଦୀମାନେ ସେମାନଙ୍କୁ ଧମକ ଦେଇଥିଲେ।
from Odisha Reporter https://ift.tt/2NtU3If
No comments:
Post a Comment