‘କାତ୍ୟାୟନୀ’ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

‘କାତ୍ୟାୟନୀ’ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

KattayniBesha

ବଲାଙ୍ଗିର (ସସ୍ମିତା ସାହୁ): ଆଜି ହେଉଛି ନବରାତ୍ରର ଷଷ୍ଠ ଦିନ। ଆଜି ବଲାଙ୍ଗିର ସହରର ଇଷ୍ଟ ଦେବୀ ମା’ ସମଲେଶ୍ୱରୀ ଭକ୍ତମାନଙ୍କୁ ‘କାତ୍ୟାୟନୀ’ ବେଶରେ ଦର୍ଶନ ଦେଉଛନ୍ତି।

ରାକ୍ଷସମାନଙ୍କୁ ବଧ କରିବା ପାଇଁ ମା’ ମହାନ ସନ୍ଥ କତ୍ୟଙ୍କ ଝିଅ ଭାବେ ଜନ୍ମ ନେଇଥିଲେ। ତେଣୁ ତାଙ୍କ ନାମ ‘କାତ୍ୟାୟନୀ’ ହୋଇଛି। ଏହି ବେଶରେ ମା’ ଚର୍ତୁଭୁଜା ହୋଇଥିବା ବେଳେ ସିଂହ ଉପରେ ବସିଛନ୍ତି।

maaମା’ଙ୍କ କାତ୍ୟାୟନୀ ବେଶକୁ ପୂଜାର୍ଚ୍ଚନା କଲେ ଧର୍ମ, ଅର୍ଥ, ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ମା’ କାତ୍ୟାୟନୀ ଅତି ଗୁପ୍ତ ରହସ୍ୟର ପ୍ରତୀକ ବୋଲି ବିଶ୍ୱାସ କରାଯାଏ।

ଦେବୀଙ୍କର କାତ୍ୟାୟନୀ ରୂପ ନକାରାତ୍ମକ ଶକ୍ତିକୁ ବିନାଶ କରି ଧର୍ମର ସ୍ଥାପନା କରିଥା’ନ୍ତି। ତେଣୁ ଆଜି ଶତାଧିକ ଭକ୍ତ ମା’ଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରୁଛନ୍ତି।



from Odisha Reporter https://ift.tt/2OVh1gm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages