ପେଜ ଗଳା ରାସ୍ତାରେ ୩ ଫୁଟ୍‌ ଉଚ୍ଚରେ ବହୁଛି ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ପେଜ ଗଳା ରାସ୍ତାରେ ୩ ଫୁଟ୍‌ ଉଚ୍ଚରେ ବହୁଛି ପାଣି

banyaa2

ଜଳେଶ୍ୱର (ଅଜିତ୍ କୁମାର ଦାସ): ବାତ୍ୟା ‘ତିତ୍‌ଲି’ ପ୍ରଭାବରେ ହୋଇଥିବା ବର୍ଷା ଛାଡ଼ି ଯାଇଛି। ହେଲେ ନଦୀ ଗୁଡ଼ିକର ଜଳସ୍ତର କମି ନାହିଁ।

ବାଲେଶ୍ୱର ଜିଲ୍ଲାର ବସ୍ତା-ବାଲିଆପାଳର ଲାଇଫ୍‌ଲାଇନ୍‌ କୁହାଯାଉଥିବା ପେଜ ଗଳା ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚର ପାଣି ପ୍ରବାହିତ ହେଉଛି। ତେଣୁ ଗମନାଗମନ ବାଧାପ୍ରାପ୍ତ ହୋଇଛି।

banyaଏଠାରେ ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ଥିଲା ବେଳେ ସକାଳ ୭ଟାରେ ୫.୫୧ ମିଟର ରହିଥିଲା।



from Odisha Reporter https://ift.tt/2QNo3Ry

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages