୩ ଅକ୍ଟୋବର, ବୁଧବାର: ଅନ୍ୟମାନଙ୍କ କଥାରେ କାମ କରି ଫସି ଯାଇପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

୩ ଅକ୍ଟୋବର, ବୁଧବାର: ଅନ୍ୟମାନଙ୍କ କଥାରେ କାମ କରି ଫସି ଯାଇପାରନ୍ତି

RasiFala

ମେଷ: ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ଯାହା କହିବା ପାଇଁ ଚାହୁଁଛନ୍ତି, ତାକୁ ଠିକ୍ ଢଙ୍ଗରେ ଉପସ୍ଥାପନ କରନ୍ତୁ। ଜମି ବା ଘରକୁ ନେଇ ବିବାଦ ଦେଖା ଯାଇପାରେ।

ବୃଷ: ଅଧିକ ସମୟ ଆୟ ବଢ଼ାଇବାକୁ ଯୋଜନା କରିବାରେ ଚାଲିଯିବ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। କୋର୍ଟରେ କିଛି ମାମଲା ଥିଲେ ସଫଳତା ମିଳିପାରେ।

ମିଥୁନ: କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ସୁସ୍ୱାଦୁ ଭୋଜନ ଖାଇବେ। ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କର୍କଟ: ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟମାନଙ୍କ କଥାରେ କାମ କରି ଫସି ଯାଇପାରନ୍ତି। ସତର୍କ ରୁହନ୍ତୁ।

ସିଂହ: ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ଦିନଟି ବହୁତ ଭଲ ଅଛି। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। କୌଣସି ଗରିବ ବ୍ୟକ୍ତି ଆର୍ଥିକ ସହାୟତା ମାଗିଲେ, ସାଧ୍ୟମତେ ଦିଅନ୍ତୁ। ମଙ୍ଗଳ ହେବ।

କନ୍ୟା: ଅଫିସ୍‌ରେ ବାତାବରଣ ଭଲ ରହିବ। ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିବେ। ପରିବାର ଲୋକଙ୍କ ସହ ବୁଲାବୁଲି କରିବାକୁ ଯାଇପାରନ୍ତି।

ତୁଳା: ଘରକୁ ଅତିଥି ଆସିବେ। ମିଠା ମିଠା କଥା କହି ନିଜ କାମ କରାଇନେବାରେ ସଫଳ ହେବେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

ବିଛା: ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ। ତେଣୁ ନିଜ କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ମାନହାନି ଯୋଗ ରହିଛି।

ଧନୁ: ମନୋରଞ୍ଜନରେ ଦିନଟି କଟିବ। ସକାଳୁ ସକାଳୁ କୌଣସି ଶୁଭ ଖବର ପାଇପାରନ୍ତି। ଆତ୍ମବିଶ୍ୱାସ ବଢ଼ିବ।

ମକର: ଆର୍ଥିକ ଲାଭ ଯୋଗ ରହିଛି। ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ଗହଣରେ ସମୟ ବିତିବ। ସମାଜରେ ମାନ-ସମ୍ମାନ ବଢ଼ିବ।

କୁମ୍ଭ: ଅଟକି ଥିବା କାର୍ଯ୍ୟ ସଂପନ୍ନ ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ପାଇବେ। ସଫଳତା ପାଇବେ। ଖର୍ଚ୍ଚ ବଢ଼ିପାରେ।

ମୀନ: କୌଣସି ପ୍ରସଙ୍ଗରେ ଚିନ୍ତିତ ରହିବେ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ରହିଛି। ସମ୍ମାନହାନି ହୋଇପାରେ, ତେଣୁ ସତର୍କ ରୁହନ୍ତୁ।



from Odisha Reporter https://ift.tt/2O3DKqP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages