ଅଠରନଳା ପୋଲ ଉପରେ ୫ ଫୁଟ୍‌ ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ଅଠରନଳା ପୋଲ ଉପରେ ୫ ଫୁଟ୍‌ ପାଣି

gajapati

ମୋହନା(ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ମୋହନାରେ ତିତ୍‌ଲି ପ୍ରଭାବରେ ପବନ ସହ ବର୍ଷା ଲାଗି ରହିଛି।  ଗତକାଲି ରାତିରୁ ପ୍ରବଳ ବର୍ଷା ହେଉଥିବା ଯୋଗୁ ଲେଡ଼ବନ୍ଧ ନଦୀର ଜଳ ୩ ଫୁଟ୍‌ ଉଚ୍ଚରେ ରାସ୍ତା ଉପରେ ପ୍ରବାହିତ ହେଉଛି। ଏଥିପାଇଁ ବ୍ରହ୍ମପୁର-ରାୟଗଡ଼ା ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସେହିପରି ଅଠରନଳା ପୋଲ ଉପରେ ମଧ୍ୟ ୫ ଫୁଟ୍‌ ଉଚ୍ଚରେ ବର୍ଷା ପାଣି ପ୍ରବାହିତ ହେଉଛି।

ମୋହନାଠାରୁ  ଅନ୍ତରବା ଓ ଗୁମିଗୁଡ଼ା ସମେତ ୮ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡି ତଳେ ପଡ଼ିଛି। ଏଥିସହ ଗଛ ଗୁଡ଼ିକ ରାସ୍ତା ଉପରେ ପଡ଼ିଥିବା ଦେଖିବାକୁ ମିଳିଛି।



from Odisha Reporter https://ift.tt/2A5JJmB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages