ପୁଣି ଟିଭି ପରଦାକୁ ଫେରୁଛି ଏହି ଲୋକପ୍ରିୟ ସିରିଏଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ପୁଣି ଟିଭି ପରଦାକୁ ଫେରୁଛି ଏହି ଲୋକପ୍ରିୟ ସିରିଏଲ୍‌

sister

ମୁମ୍ବାଇ: ପୁଣି ଥରେ ଫେରିବାକୁ ଯାଉଛି ଲୋକପ୍ରିୟ ଧାରାବାହିକ ‘ଏକ ହଜାରୋ ମୈ ମେରୀ ବେହେନା ହୈ’। ଆଉ ଏହାର ମଜା ଦର୍ଶକମାନେ ଟେଲିଭିଜନ୍‌ରେ ନେଇପାରିବେ। ଛୋଟ ପରଦାର ଅଭିନେତ୍ରୀ ନିୟା ଶର୍ମା ନିକଟରେ ଏକଥା ସେଶାଲ୍‌ ମିଡିଆରେ  ନିଜ୍‌ ଫ୍ୟାନ୍‌ଙ୍କ ସହ ଶେୟାର କରିଛନ୍ତି। ନିୟା କହିଛନ୍ତି ଖୁବ୍‌ ଶୀଘ୍ର ଏହି ଶୋ’ ଆଉଥରେ ପ୍ରସାରଣ ହେବ।

ଆପଣ ଏକଥା ଶୁଣି ନିଶ୍ଚୟ ଉତ୍ସାହିତ ହୋଇଯିବେଣି। ଭାବୁଥିବେ ବୋଧେ ଆଉ ଏକ ସିଜିନ୍‌ ଆରମ୍ଭ ହୋଇପାରେ କିମ୍ବା ରିମେକ୍‌ ହୋଇପାରେ।

kushal3କିନ୍ତୁ କଥା ସେମିତି କିଛି ନୁହେଁ । ପ୍ରକୃତରେ ଏହାକୁ ଆପଣ ଷ୍ଟାର ଉତ୍ସବରେ ଦେଖିପାରିବେ। ଶୋ’ର ଲୋକପ୍ରିୟତାକୁ ଦେଖି ଏହାକୁ  ‘ଷ୍ଟାର ଉତ୍ସବ’ରେ ଆଉଥରେ ପ୍ରସାରଣ କରାଯିବ।

ଏହି ଧାରବାହିକ ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ପ୍ରସାରିତ କରାଯାଇଥିଲା। ଏଥିରେ ନିୟା ଶର୍ମା, କ୍ରିଷ୍ଟଲ୍‌ ଡିସୌଜା, କରଣ ଟ୍ରାକର ଓ କୁଶାଲ ଟଣ୍ଡନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଶୋ’ର ପୂରା କାହାଣୀ  ଦୁଇ ଭଉଣୀ ତଥା ଜୀବିକା (କ୍ରିଷ୍ଟଲ ଜିସୌଜା) ଓ ମାନ୍‌ବୀ(ନିୟାଶର୍ମା)ଙ୍କୁ ନେଇ ଗତିଶୀଳ ହୋଇଥିଲା।

 



from Odisha Reporter https://ift.tt/2qiTw2H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages