ସର୍ଫିଙ୍ଗ ବେଳେ ହେଡେନ୍‌ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 8, 2018

ସର୍ଫିଙ୍ଗ ବେଳେ ହେଡେନ୍‌ ଗୁରୁତର

methew

ନୂଆଦିଲ୍ଲୀ: ଅଷ୍ଟ୍ରେଲିୟ କ୍ରିକେଟ୍‌ର ପୂର୍ବତନ ଧୂଆଁଧାର ବ୍ୟାଟ୍ସମ୍ୟାନ ମ୍ୟାଥୁ ହେଡେନ୍‌ ଗୁରୁତର ଆହତ ହୋଇଛନ୍ତି। ସମୁଦ୍ରରେ ସର୍ଫିଙ୍ଗ କରିବା ବେଳେ ତାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଛି।

୪୬ ବର୍ଷିୟ ହେଡେନ୍‌ ଆଜି ତାଙ୍କ ପୁଅ ଜୋଶଙ୍କ ସହ ସର୍ଫିଙ୍ଗ କରିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସେ ଏ ସମ୍ପର୍କରେ ତାଙ୍କ ଇନଷ୍ଟାଗ୍ରାମ୍‌ ପେଜ୍‌ରେ ପୋଷ୍ଟ କରି ସମର୍ଥକଙ୍କୁ ତାଙ୍କ ପାଇଁ ଚିନ୍ତା ଜାହିର କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ କେବେ ଡିସ୍‌ଚାର୍ଜ ହେବେ ସେ ସମୟକୁ ଅପେକ୍ଷା କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଅଷ୍ଟ୍ରେଲିଆ କ୍ରିକେଟ୍‌ ହଲ୍‌ ଅଫ୍‌ ଫେମ୍‌ରେ ହେଡେନ୍‌ ସାମିଲ ହୋଇଥିଲେ।



from Odisha Reporter https://ift.tt/2zXBqc8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages