ହାଇଦ୍ରାବାଦ ଟେଷ୍ଟରେ ଟିମ୍‌ ଅପରିବର୍ତ୍ତିତ, ମୟଙ୍କ ପୁଣି ନିରାଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ହାଇଦ୍ରାବାଦ ଟେଷ୍ଟରେ ଟିମ୍‌ ଅପରିବର୍ତ୍ତିତ, ମୟଙ୍କ ପୁଣି ନିରାଶ

ହାଇଦ୍ରାବାଦ (ଓଡ଼ିଶା ରିପୋର୍ଟର): ହାଇଦ୍ରବାଦରେ ୱେଷ୍ଟଇଣ୍ଡିଜ୍‌ ବିରୋଧରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଗୁରୁବାର ଘୋଷିତ ୧୨ ଜଣିଆ ଟିମ୍‌ ପୂର୍ବବତ୍‌ ଅପରିବର୍ତ୍ତିତ ରହିଛି। ଅର୍ଥାତ୍‌ ସମାନ ଦଳକୁ ନେଇ ୱେଷ୍ଟ ଇଣ୍ଡିଜ୍‌ ବିରୋଧରେ ଓହ୍ଲାଇବ ବିରାଟ ବାହିନୀ।

ପଦାର୍ପଣ ମ୍ୟାଚ୍‌ରେ ଶତକ କରିଥିବା ପୃଥ୍ୱୀ ଶ’ ପୁଣିଥରେ ଦଳରେ ସାମିଲ ହୋଇଛନ୍ତି ଏବଂ ଗତ ମ୍ୟାଚରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇନଥିବା ଶାର୍ଦ୍ଦୁଲ ଠାକୁର ମଧ୍ୟ ଏଥିରେ ଦ୍ୱାଦଶ ଖେଳାଳିଭାବେ ସ୍ଥାନ ପାଇଛନ୍ତି।

କିନ୍ତୁ ପୃଥ୍ୱୀଙ୍କ ଭାରତ-ଏ ଦଳ ଓପ୍‌ନିଂ ସାଥୀ ମୟଙ୍କ ଅଗ୍ରୱାଲ୍‌ ପୁଣି ଥରେ ନିରାଶ ହୋଇଛନ୍ତି। ଏଥର ନିରାଶ ହେବାପରେ ଡିସେମ୍ବର ମାସରେ ଅଷ୍ଟ୍ରେଲିଆ ବିରୋଧରେ ହେବାକୁ ଥିବା ଭାରତର ଘରୋଇ ସିରିଜ୍‌ରେ ମୟଙ୍କ ଟିମରେ ସ୍ଥାନ ପାଇବେ ବୋଲି ତାଙ୍କ ଫ୍ୟାନ୍‌ମାନେ ଆଶା ବାନ୍ଧିଛନ୍ତି।



from Odisha Reporter https://ift.tt/2CEXNpJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages