ଭାରତର ଲଗାତାର ତୃତୀୟ ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ଭାରତର ଲଗାତାର ତୃତୀୟ ବିଜୟ

hockey

ଜୋହର ବାହରୁ (ମାଲେସିଆ): ସୁଲ୍‌ତାନ୍ ଜୋହାର୍ କପ୍‌ରେ ଭାରତର ଲଗାତାର ତୃତୀୟ ବିଜୟ। ପୂର୍ବରୁ ମାଲେସିଆ ଓ ନ୍ୟୁଜିଲାଣ୍ଡକୁ ହରାଇଥିବା ଭାରତୀୟ ଜୁନିଅର ପୁରୁଷ ଦଳ ଗତକାଲି ଜାପାନକୁ ହରାଇଛି।

ଦଳ ଜାପାନକୁ ୧-୦ ଗୋଲ୍‌ରେ ହରାଇଛି। ୪୨ତମ ମିନିଟ୍‌ରେ ଭାରତ ଏହି ଗୋଲ୍ କରିଥିଲା।


ଗତକାଲି ମ୍ୟାଚ୍ ବେଳେ ବର୍ଷା ହୋଇଥିଲା। ବର୍ଷା ପାଇଁ କିଛି ସମୟ ପାଇଁ ମ୍ୟାଚ୍‌ରେ ବାଧା ସୃଷ୍ଟି ହୋଇଥିଲା।

ଦ୍ୱିତୀୟ ମ୍ୟାଚ୍‌ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ୭-୧ ଗୋଲ୍‌ରେ ହରାଇଥିଲା। ସେହିପରି ଉଦ୍‌ଘାଟନୀ ମ୍ୟାଚ୍‌ରେ ମାଲେସିଆକୁ ୨-୧ରେ ପରାସ୍ତ କରିଥିଲା।



from Odisha Reporter https://ift.tt/2EcI1DU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages