ରେଲ୍‌ୱେରେ ଖେଳାଳିଙ୍କ ପାଇଁ ନିଯୁକ୍ତି ସୁଯୋଗ, ଗ୍ରୁପ୍ Cର ୨୧ ପଦବୀ ପାଇଁ ବିଜ୍ଞପ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 8, 2018

ରେଲ୍‌ୱେରେ ଖେଳାଳିଙ୍କ ପାଇଁ ନିଯୁକ୍ତି ସୁଯୋଗ, ଗ୍ରୁପ୍ Cର ୨୧ ପଦବୀ ପାଇଁ ବିଜ୍ଞପ୍ତି

rail

ନୂଆଦିଲ୍ଲୀ: ଇଷ୍ଟ୍‌ କୋଷ୍ଟ୍‌ ରେଲ୍‌ୱେର ସ୍ପୋର୍ଟ୍ସ କୋଟାରେ ଗ୍ରୁପ୍‌ ସି’ର ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଅକ୍ଟୋବର୨୯,୨୦୧୮ ସୁଦ୍ଧା ଆବେଦନ କରିପାରିବେ।

ଅଧିକ ବିବରଣୀ: 

ପଦବୀ ସଂଖ୍ୟା: ୨୧

ଶିକ୍ଷାଗତ ଯୋଗ୍ୟତା:  ଆବେଦନକାରୀ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ ପାସ୍‌ କରିଥିବା ଦରକାର।

ବୟସ ସୀମା: ଆବେଦନକାରୀଙ୍କ ବୟସ ୧୮ରୁ ୨୫ ଭିତରେ ହେବା ଆବଶ୍ୟକ।

ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଇଣ୍ଟରଭ୍ୟୁ ଓ ସ୍ପୋର୍ଟ୍ସ ଦକ୍ଷତା ଅନୁଯାୟୀ ହେବ।

ଆବେଦନ କରିବାର ପ୍ରକ୍ରିୟା: ଆବେଦନକାରୀ ଇଣ୍ଟର୍‌ନେଟ୍‌ରୁ ଆପ୍ଲିକେସନ୍‌ ଫର୍ମ ଡାଉନ୍‌ ଲୋଡ୍‌ କରି ଏହାକୁ ପୂରଣ କରିବେ। ଏଥିପାଇଁ website- http://www.eastcoastrail/indianrailways.gov.in/ ର ସାହାଯ୍ୟ ନିଅନ୍ତୁ ଏବଂ ଏହାକୁ  ପୂରଣ କରିବା ପରେ- Principal Financial Adviser, East Coast Railway କୁ ପଠାଇ ଦିଅନ୍ତୁ।

ଅଧିକ ବିବରଣୀପାଇଁ ଏହା ଉପରେ କ୍ଲିକ୍‌ କରନ୍ତୁ।

https://drive.google.com/file/d/1vZZ-8rYfGVhIcTW6Hnb-OZsRFi1aSKhU/view

 

 



from Odisha Reporter https://ift.tt/2pIv76B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages