ମେଗା ଅଫର: ୧୧,୪୬୪ ଟଙ୍କାରେ ପାଇବେ ୪୪ ହଜାର ଟଙ୍କାର Google Pixel 2 XL ଫୋନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ମେଗା ଅଫର: ୧୧,୪୬୪ ଟଙ୍କାରେ ପାଇବେ ୪୪ ହଜାର ଟଙ୍କାର Google Pixel 2 XL ଫୋନ୍‌

ନୂଆଦିଲ୍ଲୀ: ଇକମର୍ଶର ପ୍ଲାଟଫର୍ମ ପେଟିଏମ୍‌ରେ ମହା କ୍ୟାଶ୍‌ବ୍ୟାକ ସେଲ ଜାରି ରହିଛି। ଏହି ସେଲ୍‌ ସମୟରେ ସ୍ମାର୍ଟଫୋନ୍‌, ଟିଭି, ଇଲୋକ୍‌ଟ୍ରୋନିକ୍ସ ଆଇଟମ୍‌ ଏବଂ ହୋମ୍‌ ଫର୍ଣ୍ଣିଚର ଭଳି ଅନେକ କିଛି ଆଇଟମ୍‌ ସାମିଲ ରହିଛି।  ହେଲେ ଏସବୁ ସମାଗ୍ରୀ ଭିତରେ ସବୁଠୁ ଜବରଦସ୍ତ ଅଫର ରହିଛି Google Pixel 2 XL ମୋବାଇଲ୍‌ ଉପରେ । କାରଣ ଗ୍ରାହକମାନେ ଏହାକୁ ମାତ୍ର  11,464 ଟଙ୍କାରେ କିଣିପାରିବେ।

ଯାହାର ପ୍ରକୃତ ଦାମ୍‌ 43,964 ଟଙ୍କା ରହିଛି।  ତେବେ ମହାକ୍ୟାସବ୍ୟାକ୍‌ ସେଲ୍‌ରେ ଆପଣଙ୍କୁ ୭୦୦୦ ଟଙ୍କା କ୍ୟାସ୍‌ବ୍ୟାକ୍‌ ମିଳିବ।  କ୍ୟାସ୍‌ବ୍ୟାକ୍‌ ଡିସ୍‌କାଉଣ୍ଟ ପରେ ଫୋନ୍‌ର ମୂଲ୍ୟ ୩୬,୯୬୪  ଟଙ୍କା ହୋଇଯିବ।  ଏହାପରେ ଯଦି ଆପଣ ଆମେରିକୀୟ ଏକ୍ସପ୍ରେସ୍‌ କିମ୍ବା  କୋଟାକ୍‌ ବ୍ୟାଙ୍କର କ୍ରେଡିଟ୍‌କାର୍ଡ଼ରେ  ସପିଂ କରିବେ ତେବେ ଆପଣଙ୍କୁ ଅତିରିକ୍ତ ୨.୫୦୦ ଟଙ୍କା ରିହାତି ମିଳିବ।

ଏହା ପରେ ଫୋନ୍‌ର ମୂଲ୍ୟ  34,464 ଟଙ୍କା ହୋଇ ଯିବ। ଏହାବାଦେ Google Pixel 2 XL ଫୋନ୍‌ ଉପରେ ପେଟିଏମ୍‌ ମଲ୍‌ 23,000 ଟଙ୍କା ଏକ୍ସଚେଞ୍ଜ ଅଫର ଦେଉଛି। ଅର୍ଥାତ ଯଦି ଆପଣଙ୍କ ପାଖରେ ଏହି ମଡେଲର ପୁରୁଣା ଫୋନ୍‌ ଅଛି ତେବେ ଆପଣ ଏହାକୁ ବଦଳାଇ ଏକ ଲାଭଦାୟକ ଫାଇଦା ପାଇପାରିବେ।

କହିବାକୁ ଗଲେ 43,964 ଟଙ୍କାର ମୋବାଇଲ୍‌କୁ ଆପାଣ ମାତ୍ର 11,464 ଟଙ୍କାରେ କିଣିପାରିବେ।  ଏଥିସହ ଏହି ମୋବାଇଲ୍‌ ପାଇଁ ଇଏମଆଇ ଅପ୍ସନ ମଧ୍ୟ ଉପଲବ୍ଧ ହେବ। ନୂଆ ସ୍ମାର୍ଟଫୋନ୍‌ରେ Active Edge ସପୋର୍ଟ ମଧ୍ୟ ଉପଲବ୍ଧ ହେବ। ଏଥିରେ  ଆପଣ ଇମୋଜି ଫଟୋ, ୪ଜବି ରାମ୍‌, 835 processor, OLED display ଏବଂ stereo ସ୍ପିକର ଆଦି ସୁବଧା ଉପଲବ୍ଧ ହେବ।



from Odisha Reporter https://ift.tt/2CBaJf9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages