ଆତ୍ମହତ୍ୟା ଉଦ୍ୟମ; ସ୍ୱାମୀ ମରିଗଲେ, ସ୍ତ୍ରୀ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ଆତ୍ମହତ୍ୟା ଉଦ୍ୟମ; ସ୍ୱାମୀ ମରିଗଲେ, ସ୍ତ୍ରୀ ଗୁରୁତର

805

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଅନ୍ତର୍ଗତ ତୁନ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଫସଲ ନଷ୍ଟ ହେବାରୁ ଏକ ବୃଦ୍ଧ ଦମ୍ପତି ଗାଁ ପୋଖରୀରେ ବୁଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ପାଣିରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଦର୍ଶନ ମାଝୀ(୬୫)। ତାଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଗାଁ ଲୋକେ ଉଦ୍ଧାର କରିଥିଲେ।

ସୂଚନା ଅନୁସାରେ, ଚଳିତବର୍ଷ ସୁଦର୍ଶନ ତାଙ୍କର ୫ ଏକର ଜମିରେ ଧାନ କରିଥିଲେ। ଭଲ ବର୍ଷା ନହେବାରୁ ତାଙ୍କ ଫସଲ ଉଜୁଡ଼ି ଯାଇଛି। ସେଥିପାଇଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଗାଁ ଲୋକେ କହିଛନ୍ତି।



from Odisha Reporter https://ift.tt/2P1BG3b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages