ଶିଶୁକନ୍ୟାକୁ ଗଛମୂଳେ ଫିଙ୍ଗିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ଶିଶୁକନ୍ୟାକୁ ଗଛମୂଳେ ଫିଙ୍ଗିଦେଲେ

deadbody

ଆସିକା(ଓଡ଼ିଶା ରିପୋର୍ଟର): ପୁଣି ଅଲୋଡା ହୋଇଛି ଶିଶୁ କନ୍ୟା। ଗଛମୂଳରେ ଫିଙ୍ଗିଦେଲେ ଆତ୍ମୀୟସ୍ୱଜନ।

ଶିଶୁ କନ୍ୟାର ପରିଚୟ ଜଣାପଡ଼ି ନାହିଁ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକାରେ।

treeବାଘୁଆ ସେତୁ ନିକଟରେ ଥିବା ଏକ ଗଛ ମୂଳରୁ ଏହି ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟିକୁ ଦେଖିଲେ ଜଣାପଡ଼ୁଛି ଶିଶୁଟି ନବଜାତ।

ଆସିକା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି।



from Odisha Reporter https://ift.tt/2Fc5J3M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages