ଆସିଗଲା ନିର୍ବାଚନ ସମୟ, ଏବେ ସବୁ ମାଗଣା ବାଣ୍ଟୁଛନ୍ତି ସାର୍… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ଆସିଗଲା ନିର୍ବାଚନ ସମୟ, ଏବେ ସବୁ ମାଗଣା ବାଣ୍ଟୁଛନ୍ତି ସାର୍…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଇ ଭଉଣୀମାନେ ! ଏବେ ଆପଣମାନେ ସବୁ ମାଗଣା ମାଗଣା ପାଇବେ। କାରଣ ନିର୍ବାଚନ ସମୟ ଆସିଗଲା। ସରକାର ଘୋଷଣା କରିବେ, ଆପଣ ଅପେ‍କ୍ଷା କରିବେ। ରାଜ୍ୟ ମୁଖିଆ ଆମର ଥାଳରେ ଆକର୍ଷଣୀୟ ଜିନିଷପତ୍ର ଧରି ବୁଲିବେ। ଆପଣମାନେ କେବଳ ଘର ପିଣ୍ଡାରେ ବସି ଦୂରରୁ ଦେଖି ଓ ମିଡିଆରୁ ଶୁଣି ଶୁଣି ଲାଳ ଗଡ଼େଇବେ। ସାଂପ୍ରତିକ ଓଡ଼ିଶା ରାଜନୀତିର ଏହି ଟ୍ରେଣ୍ଡକୁ ନେଇ ‘ଓଡ଼ିଶା ରିପୋର୍ଟର’ର ଆଜିର କାର୍ଟୁନ।



from Odisha Reporter https://ift.tt/2TetcUQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages