ପୂର୍ବତନ ପତ୍ନୀଙ୍କୁ ସୈଫ୍‌ ଲେଖିଥିବା ଚିଠିକୁ ଯେବେ ପଢ଼ି ଦେଇଥିଲେ କରୀନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ପୂର୍ବତନ ପତ୍ନୀଙ୍କୁ ସୈଫ୍‌ ଲେଖିଥିବା ଚିଠିକୁ ଯେବେ ପଢ଼ି ଦେଇଥିଲେ କରୀନା

ମୁମ୍ବାଇ:ବଲିଉଡ୍‌ର ଛୋଟେ ନୱାବ ସୈଫ୍‌ ଅଲ୍ଲୀ ଖାନ୍‌। ପତ୍ନୀ କରୀନାଙ୍କ ଭଳି ସେ ଭାରି ରୋକ୍‌ଠୋକ୍‌। ଯାହା କୁହନ୍ତି ଏକଦମ ସିଧା ସିଧା। ନିକଟରେ ସୈଫ୍‌ କରଣ ଜୋହରଙ୍କ ଲୋକପ୍ରିୟ ଟକ୍‌ ଶୋ ‘କଫି ଉଇଥ୍ କରଣ’ରେ ନିଜ ଜୀବନ ଏକ ବଡ଼ କଥାର ଖୋଲାସା କରିଛନ୍ତି।

ସୈଫ୍‌ କରଣଙ୍କୁ କହିଥିଲେ, କରୀନାଙ୍କ ସହ ତାଙ୍କର ବିବାହ ଦିନ ସେ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂହଙ୍କୁ ଏକ ଚିଠି ଲେଖିଥିଲେ। ସେଥିରେ ସୈଫ୍‌ ଲେଖିଥିଲେ ଯେ, ସେ ନିଜେ ଏକ ନୂଆ ଜୀବନର ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିସହ  ଅମୃତା ସିଂହଙ୍କୁ ତାଙ୍କ ଆଗାମୀ ଜୀବନ ପାଇଁ ଶୁଭ କାମନା ଜଣାଇଥିଲେ ।

ସୈଫ୍‌ କହିଥିଲେ ସେ ଚିଠି ଦେବା ପୂର୍ବରୁ କରୀନା ସେହି ଚିଠିକୁ ପଢ଼ି ଥିଲେ। ହେଲେ ଏଥିରେ କରୀନାଙ୍କର କୌଣସି ପ୍ରତିକ୍ରୀୟା ନଥିଲା। ବରଂ ତାଙ୍କୁ ସହଯୋଗ କରିଥିଲେ।  ଏହି କାର୍ଯ୍ୟକ୍ରମରେ  ସୈଫଙ୍କ ଝିଅ ସାରା ମଧ୍ୟ ଉପସ୍ଥିତ ଥିଲେ। ଆଉ ସେଦିନର ସ୍ମୁତିକୁ ବଖାଣିଛନ୍ତି।



from Odisha Reporter https://ift.tt/2QR6MHy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages