ଫଟୋରେ ଫଟୋରେ ଓଟିଭି ମିନି ମାରାଥନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ଫଟୋରେ ଫଟୋରେ ଓଟିଭି ମିନି ମାରାଥନ୍‌

OTV1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ବିଶ୍ୱ ଏଡ୍‌ସ ଦିବସ। ଏହି ଅବସରରେ ‘ଓଟିଭି’ ପକ୍ଷରୁ ଏକ ମିନି ମାରାଥନ୍‌ର ଆୟୋଜନ କରାଯାଇଥିଲା। ଏଡ୍‌ସର ଭୟାବହତା ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ‘ଓଟିଭି’ ୨୦୦୯ ମସିହାରୁ ଏହି ମିନି ମାରାଥନ୍‌ର ଆୟୋଜନ କରି ଆସୁଛି। ସବୁ ବର୍ଷ ଭଳି ଆଜି ବି ଏହି ମିନି ମାରାଥନ୍‌ରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ସେଲିବ୍ରିଟି, ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତ୍‌। ଭୁବନେଶ୍ୱର ସ୍ଥିତ ସପ୍ତମ ବାଟାଲିୟନ୍‌ରୁ ଏହି ମିନି ମାରାଥନ୍‌ ଆରମ୍ଭ ହୋଇଥିଲା। ଅଂଶଗ୍ରହଣକାରୀମାନେ ସେଠାରୁ ଜୟଦେବ ବିହାର ଓ ଆଚାର୍ଯ୍ୟ ବିହାର ଦେଇ ପୁଣି ଆସି ସେଠାରେ ପହଞ୍ଚିଥିଲା।  ଦେଖନ୍ତୁ ସେହି ସମୟର କିଛି ଫଟୋ।

OTV2OTV3OTV5OTV6OTV7OTV8OTV9OTV10OTV11



from Odisha Reporter https://ift.tt/2QqndOc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages