‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍‌’କୁ ନେଇ ଆସିଲା ଏମିତି ପ୍ରତିକ୍ରିୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍‌’କୁ ନେଇ ଆସିଲା ଏମିତି ପ୍ରତିକ୍ରିୟା

ମୁମ୍ବାଇ: ଗତକାଲି ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍‌’ ଫିଲ୍ମର ରିଲିଜ୍‌ ପରେ ଏହାର ବ୍ୟବସାୟକୁ ନେଇ ଯେତିକି ଚର୍ଚ୍ଚା, ଏହାକୁ ନେଇ ଫିଲ୍ମ ସମୀକ୍ଷକଙ୍କ ନକାରାତ୍ମକ ରିଭ୍ୟୁର ମଧ୍ୟ ସେତିକି ଚର୍ଚ୍ଚା। ତେବେ ପୂର୍ବରୁ ମଧ୍ୟ ଫିଲ୍ମସବୁକୁ ନେଇ ସ୍ୱତନ୍ତ୍ର ଓ ମଜାଦାର ଟ୍ୱିଟ୍‌ ଓ ଫଟୋ ପୋଷ୍ଟ କରିଆସିଥିବା ଟ୍ୱିଟର ବ୍ୟବହାରକାରୀମାନେ ଏଥର ମଧ୍ୟ ଅନୁରୂପ ମଜାଦାର ପ୍ରୟାସ କରିଛନ୍ତି। ଯଦିଓ କିଛି ମାତ୍ରାରେ ଦର୍ଶକ ଏହାର ପ୍ରଶଂସା କରିଛନ୍ତି, ଅଧିକାଂଶ ଏହାକୁ ପରିହାସ କରି କମେଣ୍ଟ ପୋଷ୍ଟ କରିଛନ୍ତି।

କିଛି ଦର୍ଶକ କହିଛନ୍ତି, ସେମାନେ ଫିଲ୍ମ ଉପରେ ବିରକ୍ତି ପ୍ରକାଶ କରି ପଇସା ଫେରସ୍ତ ପାଇବା ପାଇଁ ଦାବି କରିବା ସ୍ଥିତିରେ ହଲ୍‌ରୁ ବହାରିଥିଲେ। ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ମିଷ୍ଟର ପର୍ଫେକ୍ଟ ଆମୀର ଖାନ୍‌ଙ୍କ ଚଳଚ୍ଚିତ୍ରର ଏତାଦୃଶ ଦୁର୍ଦ୍ଦଶା ତାଙ୍କୁ ଯେତିକି ବାଧିନି, ଏହି ଫିଲ୍ମକୁ ନେଇ ପୂର୍ବରୁ ଲାଗି ରହିଥିବା ଚର୍ଚ୍ଚା ଓ ଏହାର ପ୍ରତିଫଳନ ସେମାନଙ୍କୁ ବେଶି ବାଧିଛି।

ଦେଖନ୍ତୁ ସେହିଭଳି କିଛି ମଜାଦାର ଟ୍ୱିଟ୍।



from Odisha Reporter https://ift.tt/2z2AItt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages