ଜାତୀୟ ରାଜପଥରେ ୧୪୪ ଧାରା ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ଜାତୀୟ ରାଜପଥରେ ୧୪୪ ଧାରା ଜାରି

road

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରରେ ଏକ ବିଶାଳ ଚାଷୀ ସମାବେଶର ଆୟୋଜନ କରାଯାଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହ ଶହ ଚାଷୀ ଭୁବନେଶ୍ୱର ଆସୁଛନ୍ତି। ତେବେ ସେମାନଙ୍କୁ ଅଟକାଇବାକୁ କଳବଳ ସହିତ କୌଶଳ ପ୍ରୟୋଗ କରିଛି ପୋଲିସ।

ଚାଷୀଙ୍କୁ ଅଟକାଇବାକୁ ଜାତୀୟ ରାଜପଥରେ ୧୪୪ ଧାରା ଜାରି କରାଯାଇଛି। ଚାଷୀମାନେ ସରକାର ବିରୋଧୀ ନାରାବାଜି ଦେଇ ଭୁବନେଶ୍ୱର ଆସୁଥିବା ବେଳେ ତମାଣ୍ଡୋ ନିକଟରେ ଜାତୀୟ ରାଜପଥ ଉପରେ ୧୪୪ ଧାରା ଜାରି କରାଯାଇଛି।

ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍‌ସନ୍ ଦାବିରେ ଗତ କିଛି ଦିନ ଧରି ପୁଣି ଆନ୍ଦୋଳନ ଚଳାଇଛି ନବ ନିର୍ମାଣ କୃଷକ ସଂଗଠନ।

ଏହି ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେ ଫୁଲନଖରା-ପାହାଳରେ ଚାଷୀ ରାଲିରେ ସାମିଲ୍ ହୋଇଛନ୍ତି।



from Odisha Reporter https://ift.tt/2qtE2t4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages