ପଶ୍ଚିମବଙ୍ଗ କୋଇଲା ଆବଣ୍ଟନ ମାମଲରେ ପୂର୍ବତନ କେନ୍ଦ୍ର କୋଇଲା ସଚିବ ଏବଂ ୫ ଜଣ ଦୋଷୀ ସାବ୍ୟସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ପଶ୍ଚିମବଙ୍ଗ କୋଇଲା ଆବଣ୍ଟନ ମାମଲରେ ପୂର୍ବତନ କେନ୍ଦ୍ର କୋଇଲା ସଚିବ ଏବଂ ୫ ଜଣ ଦୋଷୀ ସାବ୍ୟସ୍ତ

କୋଲକାତା: ୨୦୧୨ ମସିହାରେ ପଶ୍ଚିମବଙ୍ଗ କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର କୋଇଲା ସଚିବ ଏଚ୍‌ସି ଗୁପ୍ତା ଏବଂ ଅନ୍ୟ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ନୂଆଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ରାୟ ଦେଇଥିବା ଜଣାଯାଇଛି।

ସିବଆଇ ଏହି ମାମଲାର ତଦନ୍ତ ଦାୟିତ୍ୱରେ ଥିଲା ଏବଂ ଏହି ମାମଲାକୁ ବନ୍ଦ କରିବାକୁ ଚାହୁଁଥିଲା। କିନ୍ତୁ ସ୍ୱତନ୍ତ୍ର ଜଜ୍ ଭରତ ପରାଶର ତଦନ୍ତକାରୀ ସଂସ୍ଥାର ବନ୍ଦ ରିପୋର୍ଟକୁ ୨୦୧୬ ମସିହାରେ ନାକଚ କରିଦେଇ ଶୁଣାଣି ଜାରି ରଖିଥିଲେ।

ପୂର୍ବତନ ଆଇଏଏସ୍ ଅଧିକାରୀ ଏଚ୍‌ସି ଗୁପ୍ତା ପୂର୍ବରୁ ମଧ୍ୟ ବିଭିନ୍ନ କୋଇଲା ସମ୍ପର୍କିତ ଦୁର୍ନୀତିରେ ସଂଶ୍ଲିଷ୍ଟ ଥିବା ନେଇ ଅଭିଯୋଗ ଆସିଛି ଏବଂ ଏକାଧିକ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।



from Odisha Reporter https://ift.tt/2DP0Efr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages