ମାମୁ ଗୁଳିରେ ଭଣଜା ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ମାମୁ ଗୁଳିରେ ଭଣଜା ମୃତ

deadbody

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ମାମୁ ଗୁଳିରେ ଜଣେ ସମ୍ପର୍କୀୟ ଭଣଜାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କ୍ଷେତ୍ର ମାଝୀ। ତାଙ୍କ ଘର ବିଶ୍ୱନାଥପୁର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁରେ।

ସୂଚନା ଅନୁସାରେ, କ୍ଷେତ୍ର ଓ ତାଙ୍କ ମାମୁ ଟେକରା ମାଝି ବାର୍‌ହା ଶିକାର କରିବାକୁ ଯାଇଥିଲେ। ହେଲେ ଭୁଲ୍ ବଶତଃ ଟେକରା ମାରିଥିବା ଗୁଳି କ୍ଷେତ୍ରଙ୍କ ଦେହରେ ବାଜିଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ କ୍ଷେତ୍ରଙ୍କ ଦେହରେ ଦୁଇଟି ଗୁଳି ବାଜି ଥିବା ଯୋଗୁ ଭୁଲ୍‌ରେ ଗୁଳି ବାଜିଥିବା ନେଇ ସନ୍ଦେହ ସୃଷ୍ଟି ହେଉଛି।
ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ଟେକରାଙ୍କୁ ଅଟକ ରଖିଛି ପୁଲିସ୍।



from Odisha Reporter https://ift.tt/2SbOnW2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages