୩୧ ସ୍ୟାଟେଲାଇଟ୍‌ ସହିତ ପିଏସ୍‌ଏଲ୍‌ଭି-ସିଏର ସଫଳ ଉତ୍‌କ୍ଷେପଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

୩୧ ସ୍ୟାଟେଲାଇଟ୍‌ ସହିତ ପିଏସ୍‌ଏଲ୍‌ଭି-ସିଏର ସଫଳ ଉତ୍‌କ୍ଷେପଣ

ଶ୍ରୀହରିକୋଟା: ଭାରତୀୟ ରକେଟ୍‌ ପୋଲାର ସ୍ୟାଟେଲାଇଟ୍‌ ଲଞ୍ଚ ଭେଇକିଲ୍‌ (ପିଏସ୍‌ଏଲ୍‌ଭି) ଦେଶର ହାଇପର ସ୍ପେକ୍ଟ୍ରାଲ ଇମେଜିଂ ସ୍ୟାଟେଲାଇଟ୍ (ଏଚ୍‌ୱାଇଏସ୍‌ଆଇଏସ୍‌) ବ୍ୟତୀତ ୩୦ଟି ବିଦେଶୀ ସ୍ୟାଟେଲାଇଟ୍‌ର ସଫଳ ଉତ୍‌କ୍ଷେପଣ କରିଛି।

ଶ୍ରୀହରିକୋଟାର ପ୍ରଥମ ଲଞ୍ଚପ୍ୟାଡ୍‌ରୁ ୪୪.୪ ମିଟର ଲମ୍ବା, ୨୩୦ ଟନ୍‌ ଓଜନ୍‌ର ଏହି ରକେଟ୍‌ ସକାଳ ୯.୫୮ ସମୟରେ ଉଡ଼ାଣ ଭରିଥିଲା। ୪ ଥାକରେ ଏହି ଲଞ୍ଚ ହୋଇଥିବାବେଳେ ଏଥିରେ ଥିବା ମୋଟ ସ୍ୟାଟେଲାଇଟ୍‌ଗୁଡ଼ିକର ଓଜନ ୨୬୧.୫ କେଜି ବୋଲି ଜଣାଯାଇଛି।

ଉଡ଼ାଣ ଭରିବାର ୧୬ ମିନିଟ୍‌ ପରେ ରକେଟ୍‌ର ଚତୁର୍ଥ ସ୍ତର ବନ୍ଦ ହେବାର ଅଛି। ୧୭ ମିନିଟ୍ ପରେ ଏହା ୫ ବର୍ଷ ମହାକାଶରେ ରହିବାକୁ ଥିବା ଏଚ୍‌ୱାଇଏସ୍‌ଆଇଏସ୍‌କୁ ଅବସ୍ଥାପିତ କରିବ।



from Odisha Reporter https://ift.tt/2AwH5oF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages