ଟି୧୦ ଲିଗ୍‌:୪ ବଲ୍‌ରେ ୪ ୱିକେଟ୍‌ ନେଇ ମେଡେନ୍‌ ନେଲେ ଏହି ପାକ୍‌ ବୋଲର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ଟି୧୦ ଲିଗ୍‌:୪ ବଲ୍‌ରେ ୪ ୱିକେଟ୍‌ ନେଇ ମେଡେନ୍‌ ନେଲେ ଏହି ପାକ୍‌ ବୋଲର

ନୂଆଦିଲ୍ଲୀ: ଟି୧୦ ଲିଗ୍ ୨୦୧୮ରେ ଅଜବ୍ ରେକର୍ଡ ସବୁ ଦେଖିବାକୁ ମିଳୁଛି। ପ୍ରଥମେ ଆଫଗାନ୍‌ ଓପନର୍‌ ମହମ୍ମଦ ଶାହଜାଦ୍‌ ୧୬ ବଲ୍‌ରେ ୭୪ ରନ୍‌ ହାସଲ କରିବାପରେ ଏବେ ଆଉ ଜଣେ ଏଭଳି ରେକର୍ଡ ସ୍ଥାପନ କରିଛନ୍ତି।

ବେଙ୍ଗଲ ଟାଇଗର ପକ୍ଷରୁ ଖେଳୁଥିବା ପାକିସ୍ତାନୀ ଅଲ୍‌ ରାଉଣ୍ଡର ଆମୀର ୟାମିନ୍‌ ୪ବଲ୍‌ରେ ୪ ୱିକେଟ୍‌ ନେବାର ସଫଳତା ହାସଲ କରିଛନ୍ତି। ଏଥିସହିତ ତାଙ୍କର ଏହି ଓଭରରେ କୌଣସି ରନ୍‌ ନହେବା ବା ସେ ମେଡେନ୍‌ ଓଭର ବୋଲିଂ କରିବା ଟି୧୦ ଲିଗ୍‌ରେ ପ୍ରଥମ।

ନବମ ଓଭରରେ ସେ ବୋଲିଂ କରିଥିବା ୪ଟି ବଲ୍‌ରେ ନର୍ଦନ୍‌ ୱାରିୟର୍‌ସର ଲେଣ୍ଡଲ୍‌ ସିମନ୍ସ, ରୋମାନ୍‌ ପାୱେଲ୍‌, ରବି ବୋପାରା ଏବଂ ହାର୍ଡସ୍‌ ଭିଜୋଲେନ୍‌ଙ୍କୁ ଆଉଟ୍‌ କରିଥିଲେ। ସେ ସମଗ୍ର ଇନିଂସ୍‌ରେ ୧୧ଟି ଡଟ୍‌ ବଲ୍‌ ପକାଇଥିଲେ।



from Odisha Reporter https://ift.tt/2S7nIts

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages