୨ ନଭେମ୍ବର, ଶୁକ୍ରବାର: ବାଦ-ବିବାଦରୁ ଦୂରେଇ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

୨ ନଭେମ୍ବର, ଶୁକ୍ରବାର: ବାଦ-ବିବାଦରୁ ଦୂରେଇ ରୁହନ୍ତୁ

Rasi-Fala-2-1-1-3-2-1-2-1-2-1-1-3-2-1

ମେଷ: ଅସୁସ୍ଥ ଅନୁଭବ କରିବେ। ଚାକିରିକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।

ବୃଷ:  ଆଜି ଦିନଟି ଭଲରେ କଟିବ। ପିତାମାତାଙ୍କ ସହ ଦିନଟି ଖୁସିରେ କାଟିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବିଦାର୍ଥିମାନଙ୍କୁ ପାଠପଢ଼ାରେ ସଫଳତା ମିଳିବ।

ମିଥୁନ: ଆଜି ନୂଆଯୋଜନା ଆରମ୍ଭ କରିବାର ଥିଲେ, ଆରମ୍ଭ କରନ୍ତୁ।  କ୍ୟାରିୟରରେ ସଫଳତା ମିଳିବ। କୌଣସି ସମସ୍ୟା ଥିଲେ ଆଜି ସମାଧାନ ହୋଇପାରେ। ଶରୀରର କୌଣସି ସ୍ଥାନରେ ଆଘାତ ଲାଗିପାରେ।

କର୍କଟ: ବ୍ୟସ୍ତତା ଭିତରେ ଦିନଟି କାଟିବେ। ପରିବାର ଲୋକଙ୍କ ସହ ଝଗଡ଼ା ହୋଇପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଖିରେ ଯନ୍ତ୍ରଣା ହୋଇପାରେ।

ସିଂହ:  ପ୍ରେମ ସମ୍ପର୍କରେ ସୁଧାର ଆସିବ।  ଧନପ୍ରାପ୍ତିର ଯୋଗ ରହିଛି। ପିତାମାତାଙ୍କ ସହଯୋଗ ମିଳିବ। ମାନ-ସମ୍ମାନ ବୃଦ୍ଧି ହେବ।

କନ୍ୟା:  ନିଜ କଥା ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। କୌଣସି କଥାକୁ ମାନସିକ ଚିନ୍ତାରେ ଆଜି ରହି ପାରନ୍ତି। ଖର୍ଚ୍ଚାନ୍ତରେ ପଡ଼ି ପାରନ୍ତି।

ତୁଳା: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।  ଜମି କିଣିବାର ଥିଲେ ଆଜି କିଣି ପାରନ୍ତି ।

ବିଚ୍ଛା:  ଚାକିରିକ୍ଷେତ୍ରରେ ପ୍ରଂଶସିତ ହେବେ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ସ୍ୱାସ୍ଥ୍ୟ ଭଲ ରହିବ। ମାନ-ସମ୍ମାନ ବୃଦ୍ଧି ହେବ।

ଧନୁ: ଅଳୁସୁଆ ଲାଗିବ। କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ। ଦାୟିତ୍ୱ ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ମକର:  ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚାନ୍ତରେ ପଡ଼ି ପାରନ୍ତି। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ, ନ ହେଲେ ଅସୁବିଧାରେ ପଡ଼ିପାରନ୍ତି।

କୁମ୍ଭ: ସାଙ୍ଗସାଥିଙ୍କ ସହ ମିଶି ସ୍ୱାଦିଷ୍ଟ ଭୋଜନ ଖାଇବାର ଯୋଗ ରହିଛି।  ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ମାନ-ସମ୍ମାନ ବୃଦ୍ଧି ହେବ।

ମୀନ:  ବ୍ୟସ୍ତତା ଭିତରେ ଦିନଟି କାଟିବେ। କୌଣସି କଥାକୁ ପରିବାର ସଦସ୍ୟଙ୍କ ମତାନ୍ତର ହୋଇପାରେ।  ଯାତ୍ରା କରନ୍ତୁ ନାହିଁ।

 



from Odisha Reporter https://ift.tt/2CWNRHl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages