ରେଲୱେର ଟେକ୍‌ନିକାଲ ପଦବୀ ପାଇଁ ଆଜି ହେଉଛି ଆବେଦନର ଶେଷ ଦିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ରେଲୱେର ଟେକ୍‌ନିକାଲ ପଦବୀ ପାଇଁ ଆଜି ହେଉଛି ଆବେଦନର ଶେଷ ଦିନ

railways

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁଯୋଗକୁ ହାତ ଛଡ଼ା କରନ୍ତୁ ନାହିଁ। ଇଷ୍ଟର୍ଣ୍ଣ ରେଲ୍‌ୱେ ACT Apprentices ପଦ ପାଇଁ  ଆବେଦନ କରିବାର ଆଜି ହେଉଛି ଶେଷ ତାରିଖ। ତେଣୁ ଏଥିପାଇଁ ଆଗ୍ରହୀ ଥିବା ପ୍ରାର୍ଥିମାନେ ଆଜି ୫ ଘଟିକା ଭିତରେ ଆବେଦନ କରିପାରିବେ।

ବିଜ୍ଞପ୍ତି ବିବରଣୀ:

ACT Apprentice ପାଇଁ ସମୁଦାୟ ପଦବୀ ସଂଖ୍ୟା  ହେଉଛି ୨୯୦୭।

ବର୍ଗ ଅନୁସାରେ:

Howrah –୬୫୯

Sealdah – ୫୨୬

Malda-୨୦୪

Asansol- ୪୧୨

Kanchrapara -୨୦୬

Liluah- ୨୦୪

Jamalpur- ୬୯୬

ଆବେଦନ ତାରିଖ: ୧୫ ଅକ୍ଟୋବର ୨୦୧୮ରୁ୧୪ ନଭେମ୍ବର ୨୦୧୮, ସମୟ ୫ଟା ମଧ୍ୟରେ।

ଆବେଦନ ଦେୟ:

ଜେନରାଲ ଓ ଓବିସି ବର୍ଗର ପିଲାମାନଙ୍କ ପାଇଁ ଆବେଦନ ଫି’ ୧୦୦ ଟଙ୍କା ହୋଇଥିବା ବେଳେ ଏସ୍‌ସି, ଏସ୍‌ଟି, ଭିନ୍ନକ୍ଷମ ଓ ମହିଳାମାନେ ବିନା ଦେୟରେ ଫର୍ମ ଭରି ପାରିବେ।

ବୟସ ସୀମା: ଆବେଦନକାରୀଙ୍କ ବୟସ ସୀମା ୧୫ ବର୍ଷରୁ ୨୪ ବର୍ଷ ହୋଇଥିବା ଜରୁରୀ।

ଚୟନ ପ୍ରକ୍ରିୟା: ଆବେଦନକାରୀଙ୍କୁ  ମେରିଟ୍‌ ଲିଷ୍ଟ୍‌ ଅନୁସାରେ ଚୟନ କରାଯିବ।

ଶିକ୍ଷାଗତ ଯୋଗ୍ୟତା :୧୦ ପାସ କରିବା ସହ ସମ୍ବନ୍ଧିତ ଟ୍ରେଡ୍‌ ଆଇଟିଆଇ ହେବା ଜରୁରୀ।

କେମିତି କରିବେ ଆବେଦନ: ଆପଣ ଇଷ୍ଟର୍ଣ୍ଣ ରେଲୱେ ୱେବ୍‌ସାଇଟ୍‌ଉ ଯାଇ ଅନ୍‌ ଲାଇନ୍‌ ଆବେଦନ କରି ପାରିବେ। କିମ୍ବା  କ୍ଲିକ୍‌ କରି ଆବେଦନ  କରିପାରିବେ ଓ ବିଜ୍ଞାପନ ଦେଖିବା ପାଇଁ http://139.99.53.236:8080/rrcer/Notification_-_ACT_APPR_2018-19.pdf ରେ କ୍ଲିକ୍‌ କରନ୍ତୁ।

 

 

 



from Odisha Reporter https://ift.tt/2Pq0FNL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages