
ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନଭେମ୍ବର ୧ ତାରିଖରେ ନିଜ ୪୫ତମ ଜନ୍ମ ଦିନ ପାଳନ କରିଛନ୍ତି। ସେ ନିଜ ପରିବାର ଓ ଅଳ୍ପ କିଛି ବନ୍ଧୁଙ୍କ ସହ ଗୋଆରେ ନିଜ ଜନ୍ମଦିନ ପାଳନ କରିଛନ୍ତି। ଏହି ଖୁସି ସେ ନିଜ ଦର୍ଶକଙ୍କ ସହ ଶେୟାର କରିବାକୁ ଯାଇ କିଛି ଫଟୋ ନିଜ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଶେୟାର କରିଥିଲେ। କିନ୍ତୁ ଏବେ ତାଙ୍କର ଏମିତି ଏକ ଫଟୋ ଭାଇରାଲ୍ ହେଉଛି ଯାହା ତାଙ୍କ ଫ୍ୟାନ୍ମାନେ ହୁଏତ ଅନେକ ଦିନ ହେବ ଦେଖି ନ ଥିବେ।
ଆଜ୍ଞା ହଁ, ସେ ଗୋଆର ଏକ ସୁଇମିଂ ପୁଲ୍ରେ ଏକ କଳାରଙ୍ଗର ବିକିନି ପିନ୍ଧି ନିଜ ସ୍ୱାମୀ ସହ ମସ୍ତି କରୁଥିଲେ। ସେ ସମୟରେ ଏକ ଫଟୋ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।
ବିକିନିରେ ଦର୍ଶକ ତାଙ୍କୁ ହୁଏତ ୧୯୯୪ରେ ହୋଇଥିବା ବିଶ୍ୱସୁନ୍ଦରୀ ପ୍ରତିଯୋଗୀତା ପରଠୁ ଆଉ କେବେ ତାଙ୍କୁ ଦେଖି ନ ଥିଲେ।
Happy to see her having fun 😍😀#AishwaryaRaiBachchan pic.twitter.com/FwbfBLv2SX
— Stargazer (@ashforeverno1) November 2, 2018
from Odisha Reporter https://ift.tt/2CZlDM3
No comments:
Post a Comment