ଟିକେଟ୍‌ ନମିଳିବାରୁ ବିଜେପି ଛାଡ଼ିଲେ ଜ୍ଞାନଦେବ ଆହୁଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ଟିକେଟ୍‌ ନମିଳିବାରୁ ବିଜେପି ଛାଡ଼ିଲେ ଜ୍ଞାନଦେବ ଆହୁଜା

ahuja

ନୂଆଦିଲ୍ଲୀ: ଟିକେଟ୍‌ ନମିଳିବାରୁ ବିଜେପି ଛାଡ଼ିଲେ ବିଜେପି ବିଧାୟକ ତଥା ହିନ୍ଦୁବାଦୀ ନେତା ଜ୍ଞାନଦେବ ଆହୁଜା। ଏନେଇ ସେ ଗତକାଲି ବିଜେପିରୁ ଇସ୍ତଫା ଦେଇଛନ୍ତି।

ସେ କହିଛନ୍ତି,“ମୋ ଉପରେ ଦଳ ବିଶ୍ୱାସ ନ କରି ଟିକେଟ୍‌ ଦେଲା ନାହିଁ। ଏଥିସହ ଟିକେଟ୍‌ ନ ଦେବାର କାରଣ ନେଇ ମଧ୍ୟ କିଛି ସୂଚନା ଦେଲା ନାହିଁ। ତେଣୁ ମୋ ସମର୍ଥକଙ୍କ ଦାବିରେ ଦଳରୁ ଇସ୍ତଫା ଦେଇଛି। ମୋର ଇସ୍ତଫା ପତ୍ର ବିଜେପି ନେତା ମଦନ ଲାଲ୍ ସେନିଙ୍କୁ ପଠାଇ ଦେଇଛି।”

ବର୍ତ୍ତମାନ ସେ ଅଲୱର ଜିଲ୍ଲାର ରାମଗଡ଼ରୁ ବିଜେପି ବିଧାୟକ ଅଛନ୍ତି।

ଏବେ ସେ ଜୟପୁର ସ୍ଥିତ ସାଙ୍ଗନେର ବିଧାନସଭା ଆସନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ସେ ଆଜି ନାମାଙ୍କନ ପତ୍ର ଦାଖଲ କରିବେ।



from Odisha Reporter https://ift.tt/2QV3VNK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages