ପୁଲିସ୍‌କୁ ବଡ଼ ସଫଳତା: ୮ ନକ୍ସଲ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ପୁଲିସ୍‌କୁ ବଡ଼ ସଫଳତା: ୮ ନକ୍ସଲ ନିହତ

naxal

ମାଲକାନଗିରି (ଓଡ଼ିଶା ରିପୋର୍ଟର): ପଡ଼ୋଶୀ ଛତିଶଗଡ଼ରେ ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ଏଥିରେ ୭ ରୁ ୮ ଜଣ ନକ୍ସଲ ନିହତ ହୋଇଛନ୍ତି। ଦୁଇ ଜଣ ଯବାନ ବି ସହିଦ ହୋଇଛନ୍ତି।

ସୁକମା ଜିଲ୍ଲା ସକଲାର ଗାଁରେ ଏହି ଏନ୍‌କାଉଣ୍ଟର ହୋଇଛି।

ସୁକମା ଏସ୍‌ପି ଅଭିଷେକ ମୀନା କହିଛନ୍ତି, ୭ ରୁ ୮ ଜଣ ନକ୍ସଲ ନିହତ ହୋଇଛନ୍ତି। ଜିଲ୍ଲା ରିଜର୍ଭ ଗାର୍ଡ (ଡିଆର୍‌ଜି)ର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେଠାରୁ ନିହତଙ୍କ ମରଶରୀର ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।



from Odisha Reporter https://ift.tt/2Bwd2iG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages