
ଢେଙ୍କନାଳ(ଓଡ଼ିଶା ରିପୋର୍ଟର): ଆଜିଠୁ ଦୁଇଦିନିଆ ରିମାଣ୍ଡରେ ଗଲେ ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଦ୍ୱାରା ପରିଚାଳିତ ଡ୍ରିମ୍ ସେଣ୍ଟର ମୁଖ୍ୟ ଫୟାଜ ରେହମାନ(ଡାଡି)। ସ୍ୱତନ୍ତ୍ର ପୋକ୍ସୋ କୋର୍ଟଙ୍କ ଅନୁମତି ଭିତ୍ତିରେ ପୁଲିସ୍ ଆଜି ତାଙ୍କୁ ରିମାଣ୍ଡରେ ନେଇଛି।
କିପରି ବେଆଇନ୍ ଭାବେ ବର୍ଷ ବର୍ଷ ଧରି ଚାଲିଥିଲା ସେଲଟର ହୋମ୍, ନିରୀହ ନାବାଳିକାଙ୍କ ସହିତ କିପରି ଚାଲିଥିଲ ଯୌନ ଶୋଷଣ ଏବଂ ସେଲଟର ହୋମରେ କିପରି ଧର୍ମ ପରିବର୍ତ୍ତନ ଚାଲିଥିଲା ସେସବୁ ଘଟଣା ଉପରେ ପୁଲିସ୍ ତାଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିବ ବୋଲି ଜଣାପଡିଛି।
ଗତକାଲି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ରେହମାନଙ୍କ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ।
ଅଧିକ ପଢ଼ନ୍ତୁ- ‘ଡାଡି’ ବଡ଼ ବଡ଼ ଝିଅଙ୍କୁ କୁଣ୍ଢେଇ ଧରନ୍ତି, ସେମାନଙ୍କ ଗାଲରେ କିସ୍ ଦିଅନ୍ତି
from Odisha Reporter https://ift.tt/2EeEGUf
No comments:
Post a Comment