ରାଜୀବ ଗାନ୍ଧି ଉଠାଇଥିବା ସୋନିଆଙ୍କ ଫଟୋ ଛାଡ଼ିଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ରାଜୀବ ଗାନ୍ଧି ଉଠାଇଥିବା ସୋନିଆଙ୍କ ଫଟୋ ଛାଡ଼ିଲା କଂଗ୍ରେସ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ରାଜୀବ ଗାନ୍ଧି ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଲଭ୍‌ଷ୍ଟୋରୀ ସମ୍ପର୍କରେ ସମସ୍ତେ ଜାଣିଛନ୍ତି। ଏହି ସମୟରେ ସୋନିଆ ଗାନ୍ଧିଙ୍କ କିଛି ଫଟୋକୁ ସ୍ୱାମୀ ରାଜୀବ କ୍ୟାମେରା ଲେନ୍ସରେ କଏଦ କରିଥିଲେ।

ଏହି ଫଟୋକୁ ଏବେ କଂଗ୍ରେସ ପକ୍ଷରୁ ଦଳର ଅଫିସିଆଲ ଇନଷ୍ଟାଗ୍ରାମରେ ଛଡ଼ା ଯାଇଛି। ଯେଉଁଥିରେ ସୋନିଆ ଯୁବାବସ୍ଥାରେ କେମିତି ଦେଖାଯାଉଥିଲେ, ତା’ର ଦୃଶ୍ୟ ରହିଛି। ଏହି ଫଟୋକୁ ବହୁ ସଂଖ୍ୟାରେ ଲୋକ ଲାଇକ୍‌ କରିବା ସହ ସୋଶାଲ୍‌ ମିଡିଆରେ ଶେୟାର କରିବା ଆରମ୍ଭ କରିଛନ୍ତି।

ଇଟାଲୀ ନାଗରିକ ସୋନିଆ କ୍ୟାମ୍ବ୍ରିଜରେ ଇଂଲିଶ ପାଠକ୍ରମ୍ୟ ପଢ଼ୁଥିବା ବେଳେ ରାଜୀବ ଗାନ୍ଧିଙ୍କ ପ୍ରମରେ ପଡ଼ିଥିଲେ। ଏହାପରେ ଏହି ପ୍ରେମ ବିବାହର ରୂପ ନେଇଥିଲା।



from Odisha Reporter http://bit.ly/2PXQvPU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages