ଶୀତ ଦିନେ ଆକର୍ଷଣୀୟ ଲୁକ୍‌ ଦେବ ଏହି ୫ଟି ଷ୍ଟାଇଲିଶ୍‌ ଜ୍ୟାକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ଶୀତ ଦିନେ ଆକର୍ଷଣୀୟ ଲୁକ୍‌ ଦେବ ଏହି ୫ଟି ଷ୍ଟାଇଲିଶ୍‌ ଜ୍ୟାକେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଶୀତ ଦିନେ ଜ୍ୟାକେଟ୍‌ ଖୁବ୍ ଦରକାରୀ।  ଏହା ସହ ଜ୍ୟାକେଟ୍‌ ଠିକେ ଟିକେ ଫ୍ୟାଶନେବଲ୍‌ ହେଲେ, ତାହା ଆପଣଙ୍କୁ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଏବେ ଶୀତ ଋତୁ ଚାଲିଥିବାରୁ ବଜାରରେ ଭିନ୍ନ ଭିନ୍ନ ପ୍ରକାରର ଜ୍ୟାକେଟ୍‌ ବଜାରରେ ଉପଲବ୍ଧ। ତେବେ ଆଜି ଆମେ ୫ଟି ଏପରି ସୁନ୍ଦର ଡିଜାଇନ୍‌ର ଜ୍ୟାକେଟ୍‌ ବିଷୟରେ କହିବ, ଯାହା ପିନ୍ଧିଲେ ଆପଣ ଖୁବ୍‌ ଷ୍ଟାଇଲିଶ୍‌ ଏବଂ ଟିକେ ହଟ୍‌କେ ଲାଗିବେ।

୧. ବାଇକର୍‌ ଷ୍ଟାଇଲ୍‌ ଜ୍ୟାକେଟ୍‌

ଏହି ଜ୍ୟାକେଟ୍‌ ଆପଣଙ୍କୁ ଏକ ଷ୍ଟାଇଲିଶ୍‌ ଲୁକ୍‌ ଦେବ। ଏହା ବିଭିନ୍ନ ରଙ୍ଗର ରହିଛି । ଏହି ଜ୍ୟାକେଟ୍‌ର ଦାମ୍‌ ରହିଛି ୧,୮୭୨ ଟଙ୍କା।

୨. ରିଗ୍ଡ କକ୍ସ ଏବଂ ଜିପ୍ପର କ୍ଲୋଜର୍‌ ଜ୍ୟାକେଟ୍‌

ଏହି ଜ୍ୟାକେଟ୍‌ ଆପଣଙ୍କୁ ଶୀତ ଦିନେ କୁଲ୍‌ ଲୁକ୍‌ ଦେବ। ମାତ୍ର ୩,୯୨୪ ଟଙ୍କାରେ ଏହା ବଜାରରେ ମିଳି ପାରିବ।

୩. କ୍ଲାସିକ୍‌ କଟ୍‌ ଲେଜର୍‌ ଜ୍ୟାକେଟ୍‌

ଏହି ଜ୍ୟାକେଟ୍‌ ଶରୀରରେ ଏକଦମ୍‌ ଫିଟ୍‌ ହୋଇ ରହିବ। ଏହି ଜ୍ୟାକେଟ୍‌ର ମଧ୍ୟ ବିଭିନ୍ନ କଲର୍‌ ରହିଛି। ଏହାର ଦାମ୍ ୧,୮୭୪ଟଙ୍କା ରହିଛି।

୪. ପେପଲମ୍‌ ଷ୍ଟାଇଲ୍‌ ଜ୍ୟାକେଟ୍‌

ଏହି ଜ୍ୟାକେଟ୍‌ଟି ଅନ୍ୟ ଜ୍ୟାକେଟ୍‌ ଠାରୁ ଠିକେ ଭିନ୍ନ । ଏହା ବେଶ୍‌ ୟୁନିକ୍‌ ଷ୍ଟାଇଲ୍‌ର । ମିଡିୟମ୍‌ ଲେନ୍‌ଥର ଏହି ଜ୍ୟାକେଟ୍‌ ଦାମ୍ ୨,୬୯୪ ଟଙ୍କା ରହିଛି।

୫. ଏପ୍ଲିକ୍‌ ବର୍ଗର୍‌ ମେଟାଲିକ୍‌ ଷ୍ଟଡ୍‌ ଜ୍ୟାକେଟ୍‌

ଏହି ଜ୍ୟାକେଟ୍‌ ଉପରେ ଆପଣ କିଛି ପ୍ରିଣ୍ଟେଡ୍‌ କାମ ଦେଖିବାକୁ ପାଇବେ। ଏହି ଜ୍ୟାକେଟ୍‌ର ମୂଲ୍ୟ ୩,୭୩୩ଟଙ୍କା ରହିଛି।

 



from Odisha Reporter https://ift.tt/2PJcZ79

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages